Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଇତିଶ ପ୍ରଧାନ ହେଲେ ସମନ୍ୱୟ କମିଟି ଆବାହକ

    Share on :
    Date: Aug 30, 2018    Views: 2660

    ଭୁବନେଶ୍ୱର : ଛାତ୍ର କଂଗ୍ରେସ ନେତା ଇତିଶ ପ୍ରଧାନଙ୍କୁ ଏନଏସୟୂଆଇ ଓଡ଼ିଶା ଶାଖାର ସମନ୍ୱୟ କମିଟି ଆବାହକ ଭାବେ ନିଯୁକ୍ତ କରାଯାଇଛି  । ଏନଏସୟୂଆଇ ଜାତୀୟ ସଭାପତି ଫିରୋଜ ଖାନ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି  । ୧୧ ଜଣିଆ ସମନ୍ୱୟ କମିଟିରେ ଇତୀଶ ଆବାହକ ଥିବାବେଳେ ସୟଦ ୟାସିର ନୱାଜ, ସୂନରଏ କୁମାର ମାଟିଆ, ଆଦିତ୍ୟ ପ୍ରୀତମ ଦାସ, ସୌମ୍ୟ ପ୍ରକାଶ ମିଶ୍ର, ମହମ୍ମଦ ଅବଦୁଲ ମୋସାସିନ୍, ଅଶୋକ କୁମାର ନାୟକ, ନିରଞ୍ଜନ ଦାସ, ପ୍ରସନ୍ନ ମାର୍ଥା, ଅଭିଳାଷ ଜେନା ଓ ସୁନୀଲ ପ୍ରଧାନଙ୍କୁ ସଭ୍ୟ ଭାବେ ମନୋନୀତ କରାଯାଇଛି  ।

    Maximum 500 characters

    ରାଜନୀତି View all

    Find Us on Facebook