Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ହାଜତ ଭିତରେ ତଣ୍ଟି କାଟିଲା ଅଭିଯୁକ୍ତ

    Share on :
    Date: Aug 30, 2018    Views: 413

    ଚୌଦ୍ୱାର: ଟାଙ୍ଗୀ ଥାନା ହାଜତରେ ଜଣେ ଅଭିଯୁକ୍ତ ନିଜର ତଣ୍ଟି କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ସମ୍ପୃକ୍ତ ଅଭିଯୁକ୍ତ ଜଣକ ଏକ ଧାରୁଆ ଅସ୍ତ୍ରରେ ନିଜର ତଣ୍ଟି କାଟି ଦେଇଥିବା ଜଣାଯାଇଛି । ଅଭିଯୁକ୍ତ ଜଣକ ହେଉଛନ୍ତି ଗୋକୁଳପୁରର ବଳରାମ ନାୟକ । ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ପୁଲିସ ତାଙ୍କୁ ମଙ୍ଗଳବାର ଠାରୁ ଗିରଫ କରି ହାଜତରେ ରଖିଥିଲା ।  ତେବେ ଆଜି ବଳରାମଙ୍କୁ ରକ୍ତାକ୍ତ ଅବସ୍ଥାରେ ହାଜତରୁ ଠାବ କରାଯାଇଥିଲା ।  ଗୁରୁତର ଅବସ୍ଥାରେ ବଳରାମଙ୍କୁ କଟକ ଏସସିବି ମେଡିକାଲ କଲେଜକୁୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ତେବେ ହାଜତ ଭିତରେ ବଳରାମ କିଭଳି ଏପରି କାଣ୍ଡ ଭିଆଇଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । 

    Read more

    ବିଷ ପିଇଲେ ଏସପି

    ଲକ୍ଷ୍ନୌ:  ବିଷ ପିଇଲେ ଏସପି । ଉତ୍ତରପ୍ରଦେଶର କାନପୁର ସିଟି ପୁଲିସ ଅଧିକ୍ଷକ ସୁରେନ୍ଦ୍ର କୁମାର ଦାସ ବିଷ ପିଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତେବେ ସହରର ଏସପି ବିଷ ପିଇବା ଘଟଣା ପୁଲିସ ବିଭାଗକୁ ବିଚଳିତ କରିଦେଇଛି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ...

    Read more

    ଥାନା ହାଜତ ଭିତରେ ତଣ୍ଟି କାଟିଲେ ଯୁବକ

    ଭଞ୍ଜନଗର: ଥାନା ହାଜତ ଭିତରେ ଜଣେ ଯୁବକ ନିଜ ତଣ୍ଟି କାଟି ଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ବ୍ରହ୍ମପୁର ଭଞ୍ଜନଗରସ୍ଥିତ ଗାଙ୍ଗପୁର ଥାନା ହାଜତରେ ଏହି ଘଟଣା ଘଟିଛି । ଯୁବକ ଜଣକ ହେଉଛନ୍ତି ଦେବରାଜ ଚର୍ଚ୍ଚା ଓରଫ ବାଘା । ଦେବରାଜ ଏକ ବ୍ଲେଡରେ ନିଜ ତଣ୍ଟି ...

    Read more

    ବିଷ ପିଇ ମହିଳା ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ


    ସୋର: ବାଲେଶ୍ୱର ଜିଲା ସୋର ବ୍ଲକରେ ଗୋଜଡ଼ିହା ଗାଁର ଜଣେ ମହିଳା ଚାଷୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ତାଙ୍କ ନାଁ ସରସ୍ୱତୀ ପାତ୍ର । ଗତକାଲି ରାତିରେ ସେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।  ତାଙ୍କୁ ଗୁରୁତର ଅବସ୍ଥାରେ ସୋର ଗୋଷ୍ଠୀ ...

    Maximum 500 characters

    ରାଜ୍ୟ ଖବର View all

    Find Us on Facebook