Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ବଢିଲା ମହଙ୍ଗା ଭତ୍ତା

    Share on :
    Date: Aug 29, 2018    Views: 1511

    ନୂଆଦିଲ୍ଲୀ: କେନ୍ଦ୍ରସରକାର ବୁଧବାର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି ପାଇଁ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏହି ବର୍ଦ୍ଧିତ ୨ ପ୍ରତିଶତ ଭତ୍ତା ଜୁଲାଇରୁ ପିଛିଲାଭାବେ ଲାଗୁ ହେବ ବୋଲି ଜଣାଯାଇଛି । କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତି ପରେ ୪୮.୪୧ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ । ସେହିପରି ୬୨.୦୩ ଲକ୍ଷ ପେନସନଧାରୀ ମଧ୍ୟ ଏହା ଦ୍ୱାରା ଉପକୃତ ହେବେ ବୋଲି ଜଣାଯାଇଛି । 

    Maximum 500 characters

    ଅର୍ଥନୀତି View all

    Find Us on Facebook