ପୁଣି ରୂପା ଆଣିଲେ ଦୂତୀ

ଭୁବନେଶ୍ୱର : ଏସିଆଡ଼ ଗେମରେ ଇତିହାସ ରଚିଥିବା ଦୂତୀ ଚାନ୍ଦଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଥିବାବେଳେ ପୁରସ୍କାର ବି ବର୍ଷା ହୋଇଛି  । ଦୂତୀ ଚାନ୍ଦଙ୍କୁ ରାଜ୍ୟ ସରକାର ଦେଢ଼ କୋଟି ଟଙ୍କା ପୁରସ୍କାର ଦେବେ  । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ...