Feb 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

    ପୁରୀ ମୁନସିପାଲିଟି ଦାୟିତ୍ୱରେ କ୍ରିଷନ କୁମାର

    Date: Jul 9, 2015    Views: 427

    ଭୁବନେଶ୍ୱର : ନବକଳେବର ପାଇଁ ସରକାର ଆଉ ଜଣେ ଆଇଏଏସ୍‍ ଅଫିସରଙ୍କୁ ପୁରୀକୁ ପଠାଇଛନ୍ତି  । ବିଡ଼ିଏ ଉପାଧ୍ୟକ୍ଷ କ୍ରିଷନ କୁମାରଙ୍କୁ ପୁରୀ ମୁନସିପାଲିଟି ଦାୟିତ୍ୱ ପ୍ରଦାନ କରାଯାଇଛି  । ଆସନ୍ତା ୧୧ରୁ ଜୁଲାଇ ୩୦ ପର୍ଯ୍ୟନ୍ତ କ୍ରିଷନ କୁମାରଙ୍କୁ ଏହି ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି  ।

     

    Maximum 500 characters

    ପ୍ରଶାସନ ଖବର View all

    Find Us on Facebook