Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଏସୀୟ କ୍ରୀଡ଼ା: ଅଶ୍ୱଚାଳନାରେ ଭାରତକୁ ୨ଟି ରୂପା

    Share on :
    Date: Aug 26, 2018    Views: 170

    ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଚାଲିଥିବା ୧୮ତମ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତକୁ ରବିବାର ପୁଣି ୨ଟି ରୌପ୍ୟ ପଦକ ମିଳିଛି । ଅଶ୍ୱଚାଳନାରେ ଭାରତକୁ ଏହି ରୌପ୍ୟ ପଦକ ମିଳିଛି । ଅଶ୍ୱଚାଳନର ବ୍ୟକ୍ତିଗତ ବର୍ଗରେ ଫୱାଦ ମିର୍ଜାଙ୍କୁ ରୌପ୍ୟ ପଦକ ମିଳିଛି । ସେହିପରି  ଅଶ୍ୱଚାଳନାର ଟିମ ଇଭେଣ୍ଟରେ ମଧ୍ୟ ଭାରତ ରୌପ୍ୟ ପଦକ  ହାସଲ କରିଛି ।

    ଏହାକୁ ମିଶାଇ ଭାରତକୁ ବର୍ତ୍ତମାନ ସୁଦ୍ଧା ୩୨ଟି ପଦକ ମିଳିଛି । ଯାହା ମଧ୍ୟରେ ୭ଟି ସ୍ୱର୍ଣ୍ଣ ଥିବାବେଳେ ୭ଟି ରୌପ୍ୟ ଓ ୧୭ଟି ବ୍ରଞ୍ଜ ପଦକ ସାମିଲ ଅଛି । 

    Read more

    ଏସୀୟ କ୍ରୀଡ଼ା: ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ

    ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଚାଲିଥିବା ୧୮ତମ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତକୁ ରବିବାର ପୁଣି ୨ଟି ରୌପ୍ୟ ପଦକ ମିଳିଛି । ଅଶ୍ୱଚାଳନାରେ ଭାରତକୁ ଏହି ରୌପ୍ୟ ପଦକ ମିଳିଛି । ଅଶ୍ୱଚାଳନର ବ୍ୟକ୍ତିଗତ ବର୍ଗରେ ଫୱାଦ ମିର୍ଜାଙ୍କୁ ରୌପ୍ୟ ପଦକ ...

    Read more

    ଏସୀୟ କ୍ରୀଡ଼ା: ଭାରତକୁ ତୃତୀୟ ପଦକ

    ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଚାଲିଥିବା ୧୮ତମ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତକୁ ରବିବାର ପୁଣି ୨ଟି ରୌପ୍ୟ ପଦକ ମିଳିଛି । ଅଶ୍ୱଚାଳନାରେ ଭାରତକୁ ଏହି ରୌପ୍ୟ ପଦକ ମିଳିଛି । ଅଶ୍ୱଚାଳନର ବ୍ୟକ୍ତିଗତ ବର୍ଗରେ ଫୱାଦ ମିର୍ଜାଙ୍କୁ ରୌପ୍ୟ ପଦକ ...

    Read more

    ଏସୀୟ କ୍ରୀଡ଼ା ପ୍ରତିଯୋଗିତା: ମହିଳା କବାଡ଼ିରେ ଜାପାନକୁ ହରାଇଲା ଭାରତ

    ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଚାଲିଥିବା ୧୮ତମ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତକୁ ରବିବାର ପୁଣି ୨ଟି ରୌପ୍ୟ ପଦକ ମିଳିଛି । ଅଶ୍ୱଚାଳନାରେ ଭାରତକୁ ଏହି ରୌପ୍ୟ ପଦକ ମିଳିଛି । ଅଶ୍ୱଚାଳନର ବ୍ୟକ୍ତିଗତ ବର୍ଗରେ ଫୱାଦ ମିର୍ଜାଙ୍କୁ ରୌପ୍ୟ ପଦକ ...

    Maximum 500 characters

    ଖେଳ ଖବର View all

    Find Us on Facebook