ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ କୁନି କୁନି ସ୍କୁଲ ପିଲା

ରାକ୍ଷୀ ପୂର୍ଣ୍ଣିମା । ଏହା ସ୍ନେହ ଓ ଶ୍ରଦ୍ଧାର ପର୍ବ । ଏହି ପବିତ୍ର ପର୍ବଟିକୁ ଶ୍ରାବଣ ମାସର ପୂର୍ଣ୍ଣିମାରେ ପାଳନ କରାଯାଇଥାଏ । ଭାଇ ଓ ଭଉଣୀର ସ୍ନେହର ଏହି ପର୍ବ । ଏହି ଦିନରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ଥାଏ, ମୁଣ୍ଡରେ ଲାଲ ରଙ୍ଗର ଟିକା ଲଗାଇଥାଏ ଓ ମିଠା ...