୪୦୦ ମିଟର ହଡଲ୍ସ ଫାଇନାଲରେ ଜଉନା ମୁର୍ମୁ

ଭୁବନେଶ୍ୱର: ଏସିଆନ ଆଥଲେଟିକ ଚାମ୍ପିଅନସିପରେ ୪୦୦ ମିଟର ହଡଲ୍ସ ଫାଇନାଲରେ ଓଡ଼ିଆ ଆଥଲେଟ ଜଉନା ମୁର୍ମୁ । ହିଟ୍ସରେ ଦ୍ୱିତୀୟ  ସ୍ଥାନରେ ରହି ଫାଇନାଲକୁ ଉନ୍ନୀତ ହୋଇଛନ୍ତି ଜଉନା ।