Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଝିଅ ବାହାଘରରେ ବିଳମ୍ବ ହେଉଛି କି?

    Share on :
    Date: Aug 25, 2018    Views: 1263

    ବିବାହ ଏକ ପରମ୍ପରା । ତେବେ ବିଳମ୍ବ ବିବାହ ବହୁ ଜଣକ ଜୀବନରେ ଲାଗି ହୋଇ ରହିଥାଏ । ଝିଅଙ୍କ ବିବାହ ସମସ୍ୟା ବାପା ଓ ମା’ଙ୍କୁ ବହୁ ଚିନ୍ତିତ କରିଥାଏ । ଏଥିପାଇଁ କିଛି କାର୍ଯ୍ୟ ଉପରେ ଧ୍ୟାନ ଦେଲେ ଏହି ସମସ୍ୟା ଆପେ ଆପେ ଦୂର ହୋଇଯିବ ।
    ୧- ଶୋଇବା ସମୟରେ କନ୍ୟାର ମୁଣ୍ଡ ପାଖରେ କ୍ରିଷ୍ଟାଲ ବଲ ରଖିଲେ ବର ପକ୍ଷ କନ୍ୟାକୁ ଏକାଥରକେ ପସନ୍ଦ କରିଥାନ୍ତି । ଏବଂ ବାହାଘର ଶୀଘ୍ର ହୋଇଯାଇଥାଏ ।
    ୨- କନ୍ୟାର ବିବାହ ଶୀଘ୍ର ହେବା ପାଇଁ ଶୁକ୍ଳପକ୍ଷ ସୋମବାରରେ ନାରାୟଣଙ୍କୁ ଝିଅର ବାପା କିମ୍ବା ମା’ ପୂଜା କରିବା ଉଚିତ । ପୂଜାରେ ଶ୍ରୀ ନାରାୟଣଙ୍କ ହଳଦୀ ରଙ୍ଗର ଚାଦର ଓ ଘିଅ ତିଆରୀ ଲଡୁ ସମର୍ପଣ ପୂର୍ବକ ଦେଇ ବିବାହ ପାଇଁ ଧ୍ୟାନ ପ୍ରାର୍ଥନା କରିବା ଉଚିତ  । ଏହିଭଳି ବିଧିରେ ୩ରୁ ୪ଥର ପୂଜା କଲେ କନ୍ୟାର ବିବାହ ଯୋଗ ଖୋଲିଥାଏ । 

    Maximum 500 characters

    ବିଶେଷ View all

    Find Us on Facebook