Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଏସୀୟ କ୍ରୀଡ଼ା: ଟେନିସରେ ଭାରତକୁ ପ୍ରଥମ ପଦକ

    Share on :
    Date: Aug 23, 2018    Views: 93

    ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଚାଲିଥିବା ୧୮ତମ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତକୁ ଟେନିସରେ ପ୍ରଥମ ପଦକ ମିଳିଛି । ମହିଳା ସିଙ୍ଗଲସରେ ଅଙ୍କିତା ରାଇନା ବ୍ରୋଞ୍ଜ ପଦକ ଜିତିଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତକୁ ମୋଟ ୧୬ଟି ପଦକ ମିଳିସାରିଲାଣି । ତନ୍ମଧ୍ୟରୁ  ୪ଟି ସ୍ୱର୍ଣ୍ଣପଦକ ଥିବାବେଳେ ୩ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ ପଦକ ମିଳିଛି ।  

    Maximum 500 characters

    ଖେଳ ଖବର View all

    Find Us on Facebook