Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଏସୀୟ କ୍ରୀଡ଼ା ପ୍ରତିଯୋଗିତା: ମହିଳା କବାଡ଼ିରେ ଜାପାନକୁ ହରାଇଲା ଭାରତ

    Share on :
    Date: Aug 19, 2018    Views: 45

    ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତାସ୍ଥିତ ଗେଲୋରା ବଙ୍ଗ କର୍ନୋ ମେନ ଷ୍ଟାଡିୟମରେ ଗତକାଲି ଉଦଘାଟିତ ହୋଇଥିବା ୧୮ତମ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ମହିଳା କବାଡ଼ି ଦଳ ବିଜୟ ସହ ନିଜ ଅଭିଯାନ ଆରମ୍ଭ କରିଛନ୍ତି । ଆଜି ଜାପାନ ବିରୋଧରେ ଖେଳାଯାଇଥିବା ମ୍ୟାଚକୁ ଦଳ ୩୧ ପଏଣ୍ଟ ବ୍ୟବଧାନରେ ଜିତି ନେଇଛି । ପୁରା ମ୍ୟାଚରେ ଭାରତୀୟ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ଭାରତ ଜାପାନକୁ ୪୩-୧୨ରେ ପରାସ୍ତ କରିଛି । 

    Maximum 500 characters

    ଖେଳ ଖବର View all

    Find Us on Facebook