Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

କ୍ରାଇମ୍‍ ରେକର୍ଡ଼ ବ୍ୟୁରୋ ଏଡ଼ିଜି ହେଲେ ବି.ରାଧିକା

Date: Jul 7, 2015    Views: 271

ଭୁବନେଶ୍ୱର : ଆଇପିଏସ୍‍ସ୍ତରରେ ଏକ ଛୋଟଧରଣର ଅଦଳବଦଳ କରାଯାଇଛି  । ଡେପୁଟେସନରୁ ଫେରିବା ପରେ ଆଇପିଏସ୍‍ ଅଫିସର ବି ରାଧିକାଙ୍କୁ କ୍ରାଇମ ରେକର୍ଡ ବ୍ୟୁରୋର ଏଡିଜି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ୧୯୮୪ ବ୍ୟାଚ୍‍ ଆଇପିଏସ୍‍ ଆଇପିଏସ୍‍ ଅଫିସର ସଞ୍ଜିବ କୁମାର ପଣ୍ଡାଙ୍କୁ ଓଏଏସ୍‍ଏପିର ଆଇଜି ଭାବେ ଅବସ୍ଥାପିତ କରାଯାଇଥିବାବେଳେ ୨୦୦୧ ବ୍ୟାଚ୍‍ ଆଇପିଏସ୍‍ ଅଫିସର ଏସ୍‍ ସାଇନ୍‍ଙ୍କୁ ଦକ୍ଷିଣ-ପଶ୍ଚିମ ରେଞ୍ଜ ଡିଆଇଜି ଭାବେ ନିଯୁକ୍ତି ଦିଆଯାଇଛି  । ଏହି ମର୍ମରେ ଘରୋଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  । 

 


    

Maximum 500 characters