Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଭୂତଳ ଜଳ ସଂରକ୍ଷଣ ପାଇଁ ରାଜ୍ୟ ସରକାର-ନାବାର୍ଡ ଚୁକ୍ତି

    Share on :
    Date: Aug 10, 2018    Views: 305

     ଭୁବନେଶ୍ୱର: ଭୂତଳ ଜଳ ସଂରକ୍ଷଣ ପାଇଁ ରାଜ୍ୟ ସରକାର ଓ ନାବାର୍ଡ ମଧ୍ୟରେ  ଶୁକ୍ରବାର ଚୁକ୍ତିପତ୍ର ସ୍ୱାକ୍ଷର କରାଯାଇଛି । ଏହି ଚୁକ୍ତି ଅନୁଯାୟୀ ଭୂତଳ ଜଳ ସଂରକ୍ଷଣ ପାଇଁ ୫ ବର୍ଷରେ ମୋର୍ଟ ୧୧୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିସହ ଭୂତଳ ଜଳ ସଂରକ୍ଷଣ ପାଇଁ ମୋଟ ୧୦ ହଜାର ପୋଖରୀର ପୁନରୁଦ୍ଧାର କରାଯିବ । ରାଜ୍ୟର ୧୫ଟି ଜିଲ୍ଲାରେ ଜଳ ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ଜଣାଯାଇଛି । ଏହି ଚୁକ୍ତିପତ୍ର ସ୍ୱାକ୍ଷର ବେଳେ ରାଜ୍ୟସରକାରଙ୍କ ପଦାଧିକାରୀଙ୍କ ସମେତ ନାବାର୍ଡର ମଧ୍ୟ ପଦାଧିକାରୀ ଉପସ୍ଥିତ ଥିଲେ । 

    Read more

    ମ୍ୟାଲେରିଆ ନିରାକରଣ ପାଇଁ ଏମଓୟୁ

    ଭୁବନେଶ୍ୱର: ଓଡ଼ିଶାରେ ମ୍ୟାଲେରିଆ ନିରାକରଣ ପାଇଁ ରାଜ୍ୟ ସରକାର ଦୁଇଟି ସଂସ୍ଥା ସହ ବୁଝାମଣା ପତ୍ର (ଏମଓୟୁ)ସ୍ୱାକ୍ଷର କରିଛନ୍ତି । ସେଗୁଡ଼ିକ ହେଲା ଆମେରିକୀୟ ସଂସ୍ଥା ‘ମ୍ୟାଲେରିଆ  ନୋ ମୋର’ ଏବଂ  ମ୍ୟାଲେରିଆ ନିରାକରଣ ଟ୍ରଷ୍ଟ । ଏହି ବୁଝାମଣା ପତ୍ର  ...

    Read more

    ରାଜ୍ୟସରକାର ଓ ଟାଟାଟ୍ରଷ୍ଟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

    ଭୁବନେଶ୍ୱର : ଶ୍ରମିକମାନଙ୍କର ଜୀବନ ଶୈଳୀର ଉନ୍ନତି ପାଇଁ ରାଜ୍ୟସରକାର ସ୍ୱତନ୍ତ୍ର ବ୍ୟବସ୍ଥା ହାତକୁ ନେଇଛନ୍ତି  । ନୂଆପଡା ଓ ବଲାଙ୍ଗୀର ଜିଲ୍ଲାର ୩୦ ଗ୍ରାମପଞ୍ଚାୟତରେ ଏଥିପାଇଁ ରାଜ୍ୟ ସରକାର ଏବଂ ଟାଟା ଟ୍ରଷ୍ଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ...

    Maximum 500 characters

    ତାଜା ଖବର View all

    Find Us on Facebook