Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପୁଣି ପୁଲିସ ଇଣ୍ଟରଭୁ୍ୟ ବେଳେ ପରୀକ୍ଷାର୍ଥୀ ଗୁରୁତର

    Share on :
    Date: Aug 10, 2018    Views: 237

    କେନ୍ଦୁଝର: କେନ୍ଦୁଝରରେ ଶୁକ୍ରବାର ପୁଲିସ କନଷ୍ଟେବଳ ଇଣ୍ଟରଭୁ୍ୟ ଚାଲିଥିବାବେଳେ ଜଣେ ପରୀକ୍ଷାର୍ଥୀ ଗୁରୁତର ହୋଇପଡ଼ିଛନ୍ତି । ତାଙ୍କ ନାମ ଦମୟନ୍ତୀ ବେହେରା । ତାଙ୍କ ଘର ପଣ୍ଡପଡ଼ା ଥାନା ଅନ୍ତର୍ଗତ ଜଙ୍ଗିିରା ଗ୍ରାମରେ ବୋଲି ଜଣାପଡ଼ିଛି । ଦୌଡ଼ ପରୀକ୍ଷା ବେଳେ ଦମୟନ୍ତୀ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 
    ଗତକାଲି ମଧ୍ୟ ଜଣେ ପରୀକ୍ଷାର୍ଥୀ ପ୍ରଥମେ ଅସୁସ୍ଥ ହୋଇଥିବାବେଳେ ଡାକ୍ତରଖାନାରେ ତାଙ୍କର ମୃତୁ୍ୟ ହୋଇଥିଲା ।  ମୃତକ ଜଣକ ହେଲେ କଟକ ଜିଲ୍ଲା ନରସିଂହପୁର ବ୍ଲକର ସୁରେଶ ପ୍ରଧାନ । କଟକ ଠାରେ ଚାଲିଥିବା ପରୀକ୍ଷାବେଳେ ସେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । 

    Maximum 500 characters

    ତାଜା ଖବର View all

    Find Us on Facebook