Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପୁଣି ଲଜ୍ଜା: ନାବାଳିକାକୁ ଗଣଦୁଷ୍କର୍ମ

    Share on :
    Date: Aug 10, 2018    Views: 73

    ରାଉରକେଲା: ଘରକୁ ଫେରୁଥିବାବେଳେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ । ସେ ପୁଣି ଜଙ୍ଗଲକୁ ଟେକି ନେଇ । ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ଇସ୍ପାତ ନଗରୀ ରାଉରକେଲାରେ । ଏହି ଘଟଣାରେ ସମ୍ପୃକ୍ତ ଥିବା ସନେ୍ଦହରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ପୁଲିସ ଏନେଇ ପକ୍ସୋ ଆଇନ ଅନୁଯାୟୀ ବିଶ୍ରା ଥାନାରେ ଏକ ମାମଲା ରୁଜୁ କରିଛି ।
    ପ୍ରକାଶ ଯେ, ବନ୍ଧମୁଣ୍ଡାର ଜଣେ ନାବାଳିକା ଗତକାଲି ଘରକୁ ଫେରୁଥିବାବେଳେ  କବୀର ଖାନଙ୍କ ସହିତ କିଛି ଯୁବକ ତାକୁ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ୩ ଜଣଙ୍କୁ ଅଟକ ରଖାଯାଇଥିବାବେଳେ ପୀଡ଼ିତାର ଡାକ୍ତରମାଇନା ପାଇଁ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । 

    Read more

    ଛାତ୍ରୀଙ୍କୁ ଗଣଦୁଷ୍କର୍ମ

    ରାଉରକେଲା: ରାଉରକେଲାରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିବା ଜଣେ ଛାତ୍ରୀଙ୍କୁ ଗଣବଳକ୍ରାର କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ରାଉରକେଲା ରେଲୱେ ପୁଲିସ ଏକ ମାମଲା ରୁଜୁ କରିଛି । ଛାତ୍ରୀ ଜଣଙ୍କୁ ଗୁରୁତର ଅବସ୍ଥରେ ରାଉରକେଲା ସରକାରୀ ଡାକ୍ତରଖାନାରେ ...

    Read more

    ୨ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ

    ବଣାଇ:ଚାନ୍ଦିପୋଷ ଥାନା ଅଞ୍ଚଳରେ ୨ଜଣ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ନାବାଳିକା ଦ୍ୱୟଙ୍କୁ ଏକ ଜଙ୍ଗଲରେ  ଗଣଦୁଷ୍କର୍ମ କରାଯାଇଛି ।  ସେମାନଙ୍କୁ ଯାତ୍ରା ଦେଖାଇବାକୁ ନେଇ ଜଙ୍ଗଲରେ ଦୁଷ୍କର୍ମ କରାଯାଇଛି । ଏନେଇ ୨ ଜଣ ପୀଡ଼ିତା ଥାନାରେ ...

    Read more

    ନାବାଳିକାକୁ ଗଣଦୁଷ୍କର୍ମ, ୩ ଗିରଫ

    ବ୍ରହ୍ମପୁର: ଜଣେ ଦଳିତ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।  ନାବାଳିକାକୁ ଗାଁ ରାସ୍ତାରୁ ଉଠାଇ ନେଇ ୩ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବାବେଳେ  ଗୋଳନ୍ଥରା ପୁଲିସ ସେମାନଙ୍କୁ ଗିରଫ କରିଛି ।

    ପ୍ରକାଶ ଯେ, ଗତ ୧୫ ତାରିଖ ...

    Maximum 500 characters

    ତାଜା ଖବର View all

    Find Us on Facebook