Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସ୍କୁଲ ପରିସରରେ ଶିଶୁ କନ୍ୟାକୁ ବଳାକ୍ରାର

    Share on :
    Date: Aug 10, 2018    Views: 193

    ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟାଳୟସ୍ଥିତ ଏକ ସରକାରୀ ସ୍କୁଲରେ ଜଣେ ଦ୍ୱିତୀୟ ଶ୍ରେଣୀର ଶିଶୁ କନ୍ୟାକୁ ବଳାକ୍ରାର କରାଯାଇଥିବା ଅଭିଯୋଗ ଆସିଛି । ଏହି ଘଟଣାରେ ପୁଲିସ ଜଣେ ଇଲେକ୍ଟି୍ରସିଆନକୁ ଶୁକ୍ରବାର ଗିରଫ କରିଛି । ଅଭିଯୋଗ ଅନୁଯାୟ ଇଲେକ୍ଟ୍ରିସିଆନ ଜଣକ ଶିଶୁ କନ୍ୟାକୁ ସ୍କୁଲ ପରିସରରେ ଥିବା ଏକ ପମ୍ପ ହାଉସ ନିକଟକୁ ଜବରଦସ୍ତ ନେଇ ସେଠାରେ ତାକୁ ବଳାକ୍ରାର କରିଥିଲେ । ସ୍କୁଲ ନିକଟ ଏକ ବସ୍ତିରେ ଶିଶୁର ପିତାମାତା ରହୁଛନ୍ତି । 

    Read more

    ନାବାଳିକାକୁ ଗଣଦୁଷ୍କର୍ମ

    ରାଉରକେଲା:  ରାଉରକେଲାରେ ଏକ ନାବାଳିକା ଗଣଦୁଷ୍କର୍ମର ଶୀକାର ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ପୀଡ଼ିତା ନାବାଳିକାକୁ ଏକ ପୋଖରୀ ନିକଟରେ ଫୋପାଡ଼ି ଦେଇଥିବାବେଳେ ତାକୁ ଉଦ୍ଧାର କରାଯାଇଛି । ଏ ନେଇ ନାବାଳିକାର ପରିବାର ଲୋକ ସେକ୍ଟର ୧୫ ଥାନାରେ ...

    Read more

    ଲିଫ୍ଟ ଦେବା ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ

    ନୟାଗଡ଼:  ଫତେଗଡ଼ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।  ଲିଫ୍ଟ ଦେବା ବାହାନାରେ ନାବାଳିକାଙ୍କୁ  ଉଠାଇ ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଗାଁ ଲୋକେ ମୁମୂର୍ଷୁ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ...

    Read more

    ଶିଶୁ କନ୍ୟାକୁ ଦୁଷ୍କର୍ମ

    ଛତ୍ରପୁର: ପୁଣି ଓଡ଼ିଶାରେ ଲଜ୍ଜା । ବୁଗୁଡ଼ା ଥାନା ଅଞ୍ଚଳରେ ଜଣେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଘଟଣା ପରେ ଅଭିଯୁକ୍ତି ଯୁବକ ଜଣକ  ଫେରାର ହୋଇଯାଇଥିବାବେଳେ ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି ।  ପୁଲିସ ପୀଡ଼ିତାର ଡାକ୍ତରୀ ...

    Maximum 500 characters

    ଦେଶ ବିଦେଶ View all

    Find Us on Facebook