Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଅନନ୍ତ ବାସୁଦେବ ମନ୍ଦିରର ରୋଷଘର ଜଳିଗଲା

    Share on :
    Date: Aug 10, 2018    Views: 347

    ଭୁବନେଶ୍ୱର: ଭୁବନେଶ୍ୱରସ୍ଥ ଅନନ୍ତ ବାସୁଦେବ ମନ୍ଦିରରେ ନିଆଁ । ଏଥିରେ ମନ୍ଦିର ରୋଷଘରର ୧୬ ବଖରା ଜଳିଯାଇଛି । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ପ୍ରାୟ ୨ ଘଣ୍ଟା ଧରି ନାକେଦମ ହେବାକୁ ପଡ଼ିଥିଲା । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ସେନେଇ କିଛି ଜଣାପଡ଼ିନି ।
    ଗୁରୁବାର ରାତି ୩.୩୦ରେ ଅନନ୍ତ ବାସୁଦେବ ମନ୍ଦିରର ରୋଷ ଘରେ ନିଆଁ ଲାଗିଯାଇଥିଲା । ତେବେ ରୋଷଘର ଚାଳ ଛପର ଘର ହୋଇଥିବାରୁ ଅତିଶୀଘ୍ର ନିଆଁ ବ୍ୟାପି ଯାଇଥିଲା । ଅନ୍ୟପଟେ ଦମକଳ ବାହିନୀ ଆସିଲା ବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା । 

    Read more

    ସଚିବାଳୟରେ ଅଗ୍ନିକାଣ୍ଡ

    ନୂଆଦିଲ୍ଲୀ: ସଚିବାଳରେ ଅଗ୍ନିକାଣ୍ଡ ।  ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଇସଲାମାବାଦସ୍ଥିତ ସଚିବାଳୟରେ ସୋମବାର ମଧ୍ୟାହ୍ନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ପାକ ପ୍ରଧାନମନ୍ତ୍ରୀଙ୍କ ସଚିବାଳୟର ଷଷ୍ଠ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଛି । ...

    Read more

    ରକ୍ତଭଣ୍ଡାର ଗାଡ଼ିରେ ନିଆଁ

    ଅନୁଗୁଳ: ଅନୁଗୁଳ ରକ୍ତଭଣ୍ଡାର ଗାଡ଼ିରେ ନିଆଁ ଲାଗିଯାଇଛି । ଅନୁଗୁଳ ରେଡକ୍ରସର ଏକ ଗାଡ଼ି ରକ୍ତଭଣ୍ଡାରରୁ ବାହାରି ମାଛ ମାର୍କେଟ ଛକରେ ଅଟକି ଥିବାବେଳେ ହଠାତ ଗାଡ଼ିର ସମ୍ମୁଖରୁ ନିଆଁ ବାହାରିଥିଲା । ନିଆଁ ଦେଖି ଗାଡ଼ିର ଚାଳକ ଓ କର୍ମଚାରୀ ଓହ୍ଲାଇ ପଡ଼ିଥିଲେ । ଏନେଇ ...

    Read more

    ଅଗ୍ନିକାଣ୍ଡରେ ଜଳିଗଲା ୧୦୦ କାର

    ବେଙ୍ଗାଲୁରୁ: ବେଙ୍ଗାଲୁରୁର ୟେଲେହାଙ୍କା ବିମାନଘାଟିରେ ଚାଲିଥିବା ଏରୋ ଇଣ୍ଡିଆ ଶୋ’ ଅବସରରେ ଶନିବାର ଏକ ବଡ଼ ଧରଣର ଦୁର୍ଘଟଣାା ଘଟିଛି । ପାକିଂସ୍ଥଳରେ ଅକ୍ନିକାଣ୍ଡ ଘଟି ପାଖାପାଖି ୧୦୦ କାର ଜଳିଯାଇଛି । ପ୍ରକାଶ ଯେ, ଶନିବାର ଏରୋ ଇଣ୍ଡିଆ ଶୋ’ ପାଇଁ ବହୁ ସଂଖ୍ୟକ ...

    Maximum 500 characters

    ରାଜ୍ୟ ଖବର View all

    Find Us on Facebook