Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ମାଛ ଜାଲରେ ୯ ଫୁଟିଆ ଅଜଗର

    Share on :
    Date: Aug 9, 2018    Views: 141

    ପୁରୀ: ପୁରୀ ସାକ୍ଷୀଗୋପାଳର ପୋଡ଼ମ ସାହିରେ ମାଛ ଜାଲରେ ଏକ ବିରାଟ ଅଜଗର ପଡ଼ିଛି । କାଶୀନାଥ ବିଶ୍ୱାଳଙ୍କ ମାଛ ଜାଲରେ ଏହି ୯ ଫୁଟିଆ ଅଜର ପଡ଼ିଛି । ଜାଲରେ ଏତେ ବଡ଼ ଅଜଗର ଦେଖି କାଶୀନାଥ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଅଜଗରଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ସମୟରେ ଅଜଗରଟି କ୍ଷତ ବିକ୍ଷତ ହୋଇଥିବାରୁ ତାକୁ ଭୁବନେଶ୍ୱରସ୍ଥ ଓୟୁଏଟି ଅଣାଯାଇଛି । ଏଠାରେ ଅଜଗରର ଚିକିତ୍ସା କରାଯିବା ପରେ ଜଙ୍ଗଲରେ ଛଡ଼ାଯିବ ।

    Read more

    ତିନି ଆଖିଆ ସାପ!


    ସାଧାରଣତଃ ଆମେ ସାପର ଦୁଇଟି ଆଖି ଅଛି ବୋଲି ଦେଖିଛନ୍ତି । କିନ୍ତୁ ଏବେ ତିନି ଆଖିଆ ସାପ ବି ଦେଖିବାକୁ ମିଳୁଛି । ଉତର ଅଷ୍ଟ୍ରେଲିଆ ଅନ୍ତର୍ଗତ ଡାରଉଇନରେ ଏକ ବିଚିତ୍ର ସାପ ଛୁଆ ରାସ୍ତା ଅତିକ୍ରମ କରୁଥିବା ବେଳେ ଜଣେ ବନରକ୍ଷୀଙ୍କ ଦୃଷ୍ଟିରେ ପଡିଥିଲା । ସାପ ଛୁଆ ...

    Read more

    ଆଲମିରା ଭିତରୁ ଅଜଗର ଉଦ୍ଧାର

    ମାଲକାନାଗିରି: ମାଲକାନାଗିରି ଜେଲ ସାହି ନିକଟରେ ବୁଧବାର ଜଣଙ୍କ ଆଲମିରାରୁ ୧୨ ଫୁଟିଆ ଅଜଗର ସହ ୪ଟି ଅଣ୍ଡା ଉଦ୍ଧାର କରାଯାଇଛି । ଜେଲ ସାହିରେ ରହୁଥିବା ସୁଷମା ଦେହୁରି ଆଜି ସକାଳେ ନିଜ ଆଲମିରା ଖୋଲିବାରୁ ତା’ ଭିତରେ ଗୋଟିଏ ଅଜର ଗୁଡ଼ାଇ ହୋଇ ଶୋଇଥିଲା । ତେବେ ଆଲମିରା ...

    Read more

    ୭ଫୁଟିଆ ଅଜଗର ଉଦ୍ଧାର


    ତେଲକୋଇ: ତେଲକୋଇ ବନିବିଭାଗ ତରଫରୁ ଏକ ଅଜଗର ଉଦ୍ଧାର କରାଯାଇଛି । ତେଲକୋଇ ଭିମକାଣ୍ଡ ଉଚ୍ଚ ବିଦ୍ୟାଳୟ ନିକଟରୁ ଆଜି ସକାଳ ୬.୩୦ରେ ଏହି ବିଶାଳକାୟ ଅଜଗର ଉଦ୍ଧାର ହୋଇଛି । ଏହାର ଲମ୍ବ ୭ ଫୁଟ ୩ ଇଞ୍ଚ ଓ  ଓଜନ ୮ କେଜି ବୋଲି ଜଣାଯାଇଛି । ବନବିଭାଗ କର୍ମଚାରୀ ରମେଶ ...

    Maximum 500 characters

    ଆଂଚଳିକ View all

    Find Us on Facebook