Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଏମସ କାନ୍ଥ ଦବିଲା: ୨୫ ରୋଗୀଙ୍କୁ ସ୍ଥାନାନ୍ତର

    Share on :
    Date: Aug 9, 2018    Views: 555

    ଭୁବନେଶ୍ୱର: ଭୁବନେଶ୍ୱରଠାରେ ଏମସ ଡାକ୍ତରଖାନାର କାଜୁଆଲିଟି ନିକଟ ଟ୍ରମା କେୟାର ୟୁନିଟର କାନ୍ଥ ଦବିଥିବା ଦେଖିବାକୁ ମିଳିଛି । ଫଳରେ ଟ୍ରମାକେୟାର ୟୁନିଟରେ ଥିବା ୨୫ଜଣ ରୋଗୀଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । କାନ୍ଥ ଦବିବା ସଂପର୍କରେ ଏମସ ନିଦେ୍ର୍ଧଶିକା ଗୀତାଞ୍ଜଳି ମୀନାବାନେ ଦେଖିବା ପରେ ଏ ନେଇ ସିପିଡବ୍ଲୁଡିକୁ ରିପୋର୍ଟ ମଗାଯିବ ବୋଲି କହିଛନ୍ତି । ଘଟଣାସ୍ଥଳରେ ଖୋର୍ଦ୍ଧା ଜିଲ୍ଲାପାଳ ପହଁଚି ଅନୁଧ୍ୟାନ କରିଛନ୍ତି । ଆଇଆଇଟିରୁ ବିଶେଷଜ୍ଞ ଦଳ ଅଣାଯାଇ ଏହାର କାରଣ ସଂପର୍କରେ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ଏମସ ନିଦେ୍ର୍ଧଶିକା । 

    Maximum 500 characters

    ତାଜା ଖବର View all

    Find Us on Facebook