Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବର୍ଷା ଯୋଗୁଁ ଭୂସ୍ଖଳନ: ୧୬ ମୃତ

    Share on :
    Date: Aug 9, 2018    Views: 53

    କେରଳ: କେରଳର ଅନେକ ସ୍ଥାନରେ ବୁଧବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଘଟି ଅନୁ୍ୟନ ୧୬ ଜଣ ଲୋକଙ୍କ ମୃତୁ୍ୟ ଘଟିଛି । ଇଡୁକ୍କି ଜିଲ୍ଲାରେ ୧୦ ଜଣ ଲୋକଙ୍କ ମୃତୁ୍ୟ ହୋଇଥିବାବେେ ୱାୟାଣ୍ଡା ଜିଲ୍ଲାରେ ଅନ୍ୟ ୬ ଜଣଙ୍କ ମୃତୁ୍ୟ ହୋଇଛି । ଭୂସ୍ଖଳନ ଯୋଗୁଁ ୱାୟାଣ୍ଡା ଜିଲ୍ଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । ପାର୍ବତ୍ୟ ଜିଲ୍ଲାକୁ ସଡ଼କ ପଥ ଯୋଗାଯୋଗ ଫେରାଇ ଆଣିବାକୁ ସରକାର ସେନାବାହିନୀର ସହାୟତା ଲୋଡ଼ିଛନ୍ତି । ଇଡାମାଲାୟାର ଜଳଭଣ୍ଡାର ସ୍ଳୁଇସ ଗେଟ ଖୋଲାଯିବାରୁ ଇଡୁକ୍କିର ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି ।  ୬ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାବେଳେ ରାଜ୍ୟର ପାର୍ବତ୍ୟାଞ୍ଚଳକୁ ଗସ୍ତ ନକରିବାକୁ ଲୋକମାନଙ୍କୁ କୁହାଯାଇଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook