Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ପୋଷ୍ଟମାଷ୍ଟରକୁ ଗୁଳି କରି ହତ୍ୟା କଲେ ନକ୍ସଲ

    Share on :
    Date: Aug 9, 2018    Views: 19

    ମାଲକାନଗିରି: ମାଲକାନାଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପପୁଲୁର ପଞ୍ଚାୟତର କମଳାପଦର ଗ୍ରାମର ପୋଷ୍ଟମାଷ୍ଟରଙ୍କୁ ନକ୍ସଲମାନେ ଗୁଳି କରି ହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ନାୟାରଣ ପୋଲାସି । ଗତକାଲି ରାତି ପ୍ରାୟ ୧୧ଟା ବେଳେ ୧୫ରୁ ୨୦ ସସସ୍ତ୍ର ମାଓବାଦୀ ନାରାୟଣଙ୍କୁ ଘରୁ ଡାକି ନେଇଥିଲେ । ଘର ସମ୍ମୁଖରେ ହିଁ ନ୍ସଲମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । 

    Maximum 500 characters

    ଆଂଚଳିକ View all

    Find Us on Facebook