Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରେଳ ଟ୍ରାକ ତାଡ଼ିଦେଲେ ନକ୍ସଲ

    Share on :
    Date: Aug 9, 2018    Views: 59

    ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାରେ ଲାଲବାହିନୀ ପୁଣି ନିଜର ତାଣ୍ଡବଲୀଳା ରଚିଛନ୍ତି । ଛତିଶଗଡ଼ର ଦାନ୍ତେୱାଡ଼ାର କମାଲୁର ଷ୍ଟେସନ ନିକଟରେ ଏକ ରେଳ ଟ୍ରାକକୁ ନକ୍ସଲମାନେ ତାଡ଼ି ଦେଇଛନ୍ତି । ଏଥିପାଇଁ ଏକ ଟ୍ରେନ ଦୁର୍ଘଟଣାଗ୍ରସ୍ତରୁ ଅଳ୍ପକେ ବର୍ତ୍ତିଯାଇଛି । ଗତକାଲି ରାତିରେ ଏକ ପାସେଞ୍ଜର ଟ୍ରେନ କମାଲୁରରୁ ଦାନ୍ତେୱାଡ଼ା ଯାଉଥିଲା ।  ଯଦିଓ ରେଳଟ୍ରାକଟି ତଡ଼ା ଯାଇଥିଲା, ତେବେ ଟ୍ରେନଟି ଧୀରେ ଯାଉଥିବାରୁ ଦୁର୍ଘଟଣାରୁ ବର୍ତ୍ତିଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook