Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ନିବେଶକଙ୍କ ସହ ନବୀନଙ୍କ ୱାନ-ଟୁ-ୱାନ

    Share on :
    Date: Aug 8, 2018    Views: 729

    ଭୁବନେଶ୍ୱର : ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଶକମାନଙ୍କୁ ସମ୍ବୋଧିତ କରି ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ କରିବା ସହ ଅନେକ ଶିଳ୍ପପତିମାନଙ୍କ ସହ ୱାନଟୁୱାନ ଆଲୋଚନା କରିଛନ୍ତି  । ପ୍ରଥମେ ମୁଖ୍ୟମନ୍ତ୍ରୀ ମହିନ୍ଦ୍ରାଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରାଙ୍କ ସହ ଆଲୋଚନା କରିଥିଲେ  । ପରେ ମୁକୁନ୍ଦ କମ୍ପାନୀର ଯୁଗ୍ମ ପରିଚାଳନା ନିଦେ୍ର୍ଧଶକ ସୁକେତୁ ଶାହା, ଗଡ଼ରେଜ ଗ୍ରୁପର ଚେୟାରମ୍ୟାନ ଆଡ଼ି ଗଡ଼ରେଜ, କୋକିଳାବେନ ହସପିଟାଲର ଇଡ଼ି ରାମ ନାରାୟଣ, ଆଲମେକ୍ସ ନିଦେ୍ର୍ଧଶକ ରାମକ୍ରୀଷ୍ଣନ ଆର, ଫୁ୍ୟଚର ଗ୍ରୁପର ସିଇଓ କିଶୋର ବିୟାନୀ, ହେଞ୍ଜ ଗ୍ରୁପର ଏମଡ଼ି ସଂକଳ୍ପ ପୋଟଭାରେ, ଜୈନ ଇରିଗେସନ ସିଷ୍ଟମ କମ୍ପାନୀର ଭାଇସ ଚେୟାରମ୍ୟାନ ତଥା ଏମଡ଼ି ଅନୀଲ ଜୈନ, ରିଲିୟାନ୍ସ ଇଣ୍ଡଷ୍ଟି୍ରଜର ସିଏମଡ଼ି ମୁକେଶ ଅମ୍ବାନୀ ଓ ଦୀପକ ନାଇଟ୍ରାଇଟର ଚେୟାରମ୍ୟାନ ଦୀପକ ସି. ମେହେଟ୍ଟାଙ୍କ ସହ ଆଲୋଚନା କରିଥିଲେ  । ସେହିପରି ମୁକୁନ୍ଦ କମ୍ପାନୀର ଏମଡ଼ି ରାଜେଶ ଶାହା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି  ।

    Read more

    ବଳଦେବଜୀଉ ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨ କୋଟିର ଉପହାର

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କେନ୍ଦ୍ରାପଡା ଗସ୍ତରେ ଯାଇ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଳଦେବଜୀଉ ମନ୍ଦିର ଓ ଏହାର ପାରିପାର୍ଶ୍ବିକ ଉନ୍ନତି ପାଇଁ ୨ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା ...

    Read more

    ରବିବାର ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

    ଭୁବନେଶ୍ୱର :  ଆସନ୍ତା ୯ ତାରିଖରୁ ଏକ ସପ୍ତାହ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିବେ । ପରେ ନବୀନ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ରାମନାଥ ...

    Read more

    ପ୍ରତି ମାସ ୭ରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବେ ମନ୍ତ୍ରୀ

    ଭୁବନେଶ୍ୱର : ପ୍ରତି ମାସ ୭ ତାରିଖ ପୂର୍ବରୁ ମନ୍ତ୍ରୀମାନେ ଦଳୀୟ ଇସ୍ତାହାରର ପ୍ରସ୍ତାବଗୁଡ଼ିକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିବା ଦିଗରେ କି କି ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସମ୍ପର୍କରେ ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ...

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook