Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କରୁଣାନିଧିଙ୍କ ପାଇଁ ଦଳାଚକଟା, ୨ ମୃତ

    Share on :
    Date: Aug 8, 2018    Views: 386

    ଚେନ୍ନାଇ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସୁପ୍ରିମୋ ଏମ କରୁଣାନିଧିଙ୍କ ଶେଷଦର୍ଶନ ବେଳେ ଦଳାଚକଟା ହୋଇଥିବା ଜଣାଯାଇଛି । କରୁଣାନିଧିଙ୍କ ପାର୍ଥୀବ ଶରୀରକୁ ଶେଷଦର୍ଶନ ପାଇଁ ରାଜାଜୀ ହଲରେ ରଖାଯାଇଥିଲା । ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ବହୁ ରାଜନେତା ଓ ସମର୍ଥକ ତାଙ୍କ ଶେଷ ଦର୍ଶନ କରୁଥିଲେ । ତେବେ ହଠାତ ତାଙ୍କ ଶେଷ ଦର୍ଶନ ପାଇଁ ଦଳଚକଟା ଆରମ୍ଭ ହୋଇଯାଇଥିଲା । ଅଉ ଏହି ଘଟଣାରେ ୨ ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook