Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ବର୍ଷା ଯୋଗୁଁ ପଡ଼ିଆ-କାଲିମେଳା ଯୋଗାଯୋଗ ବିଚ୍ଛିନ

    Share on :
    Date: Aug 8, 2018    Views: 147

    ମାଲକାନଗିରି: ଲଘୁଚାପ ଜନିତ ବର୍ଷାରେ ରାଜ୍ୟର ଅନେକ ସ୍ଥାନର ଅବସ୍ଥା ବେହାଲ ହୋଇଯାଇଛି । ମାଲକାନଗିରିର ଚିତ୍ରୋକୋଣ୍ଡାରେ ମଧ୍ୟ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ହୋଇଛି । ମାଲକାନଗିରିର କନ୍ୟାଶ୍ରମ ପୋଲ ଉପରେ ୨ ଫୁଟର ବର୍ଷା ଜଳ ପ୍ରବାହିତ ହେଉଥିବା ଯୋଗୁଁ ପଡ଼ିଆ-କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲଗାଣ ବର୍ଷା ଯୋଗୁଁ ପାଟେରୁ ନଦୀର ଜଳସ୍ତର ବୃଦ୍ଧି ପାଇ କୂଳଅତିକ୍ରମ କରିଛି । ଫଳରେ ତଳିଆ ଅଞ୍ଚଳର ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଯାତାୟାତ ବନ୍ଦ ରହିଥିବା ସୂଚନା ମିଳିଛି । 

    Read more

    ୧୩ରୁ ୧୫ ବର୍ଷା

    ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବା ସହ ଗରମ ଅନୁଭୂତ ହେଉଛି ।  ତେବେ ଆସନ୍ତାକାଲି ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାଛଡ଼ା ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ...

    Read more

    ପୁଣି ଫେରିବ କାଳବୈଶାଖୀ ବର୍ଷା

    ଭୁବନେଶ୍ୱର: ପୁଣି ଫେରିବ କାଳବୈଶାଖୀ ବର୍ଷା । ଆସନ୍ତା ୪ ଓ ୫ ତାରିଖରେ ଉତ୍ତର ଓଡ଼ିଶା ସମେତ ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ । କେତେକ ସ୍ଥାନରେ ବଜ୍ରପାତର ବି ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ...

    Read more

    କାଳବୈଶାଖୀ ବର୍ଷା, ବାଲେଶ୍ୱରରେ କାଚୁଛି

    ଭୁବନେଶ୍ୱର: ମାଡ଼ି ଆସୁଛି କାଳବୈଶାଖୀ ବର୍ଷା ।  ୪ ଦିନ  ଯାଏଁ ଡରାଇବ ଏହି କାଳବୈଶାଖୀ ବର୍ଷା ।  ଅର୍ଦ୍ଧାଧିକ ଜିଲ୍ଲାରେ ବର୍ଷା ଆଶଙ୍କା ଥିବାବେଳେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷୁଛି । ଆଜି ସକାଳୁ ଠାରୁ  ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ...

    Maximum 500 characters

    ଆଂଚଳିକ View all

    Find Us on Facebook