Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ‘ଆଗେ ଲଢୁଥିଲୁ ଗୋରାଙ୍କ ସାଙ୍ଗେ, ଏବେ ଲଢିବୁ ଚୋରଙ୍କ ସାଙ୍ଗେ’

    Share on :
    Date: Aug 8, 2018    Views: 5647

    ଭୁବନେଶ୍ୱର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନୂଆ ସ୍ଲୋଗାନ ଦେଇଛନ୍ତି  । ‘ଆମେ ଓଡ଼ିଆ, ଆମେ ଭାରତୀୟ’ ବୋଲି ସେ କହିଛନ୍ତି  । ତେବେ ତାଙ୍କର ‘ଆଗେ ଲଢ଼ୁଥିଲୁ ଗୋରାଙ୍କ ସାଙ୍ଗେ, ଏବେ ଲଢ଼ିବୁ ଚୋରଙ୍କ ସାଙ୍ଗେ’ ମନ୍ତବ୍ୟଟି ବେଶ ଚର୍ଚ୍ଚା ସୃଷ୍ଟି କରିଛି  । ସବୁ ଦଳରେ ଚୋର ଅଛନ୍ତି  । ସେମାନଙ୍କ ବିରୋଧରେ ଆମେ ଲଢେ଼ଇ କରିବୁ ବୋଲି ନିରଞ୍ଜନ କହିଛନ୍ତି  । 

    ସୂଚନାଯୋଗ୍ୟଯେ, ଆସନ୍ତାକାଲି କ୍ରାନ୍ତି ଦିବସ  । କଂଗ୍ରେସ ପକ୍ଷରୁ ସାରା ଦେଶରେ ଏହି ଦିବସ ପାଳନ କରାଯିବ  । ଓଡ଼ିଶାରେ ପ୍ରତି କଂଗ୍ରେସ କର୍ମୀଙ୍କୁ ନିଜ ଘରେ ପତାକା ଉତୋଳନ କରିବା ପାଇଁ କୁହାଯାଇଛି  । ‘ଗର୍ବରେ କୁହ ମୁଁ କଂଗ୍ରେସ’ ବୋଲି କଂଗ୍ରେସ ଅଭିଯାନ ଆରମ୍ଭ କରିଛି  । 

    Read more

    କେନ୍ଦ୍ରରେ ଯିଏ ସରକାର ଗଢ଼ିବ ନବୀନ ତାଙ୍କୁ ସମର୍ଥନ କରିବେ : ନିରଞ୍ଜନ

    ଭୁବନେଶ୍ୱର : କେଉଁପଟକୁ ଢଳିବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ? ପୁରୁଣା ସହଯୋଗୀଙ୍କ ହାତ ଧରି ପୁଣି ଏନଡ଼ିଏକୁ ଫେରିଯିବେ ନା ରାଜନୀତିର ଦାଓପେଂଚରେ ନୂଆ ବାଟ ଆପଣାଇବେ  । ସୋନିଆ ଗାନ୍ଧୀଙ୍କ ସହ ପୂର୍ବ ସମ୍ପର୍କ କାରଣରୁ ଉପାର ସହଯୋଗୀ ସାଜିବେ କି ? ନା ଅନ୍ୟ ...

    Read more

    ନିର୍ବାଚନରେ କଂଗ୍ରେସ ଜିତିବ : ନିରଞ୍ଜନ

    ଭୁବନେଶ୍ୱର : ନିର୍ବାଚନ ଫଳାଫଳ କଂଗ୍ରେସ ସପକ୍ଷରେ ଯିବ  । ଏମିତି ଆକଳନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  । ନିରଞ୍ଜନ କହିଛନ୍ତିଯେ, ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ଯେଉଁଭଳି ମତଦାତାମାନେ ନିଜର ମୌଳିକ କର୍ତବ୍ୟ ସମ୍ପାଦନ କରିଛନ୍ତି ସେଥିପାଇଁ ...

    Read more

    ‘ମହିଳାଙ୍କ ଲୁହରେ ଭାସିଯିବେ ନିରଞ୍ଜନ’

    ଭୁବନେଶ୍ୱର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସକୁ ବଦଲା ନେବାକୁ ଆସିଥିଲେ  । ମହିଳାଙ୍କ ଲୁହରେ ସେ ଭାସିଯିବେ  । ଏମିତି ଭାବେ ସମାଲୋଚନା କରିଛନ୍ତି ମହିଳା କଂଗ୍ରେସ ନେତ୍ରୀ ସୁମିତ୍ରା ଜେନା  ।

    ସୁମିତ୍ରା କହିଛନ୍ତିଯେ, ନିରଞ୍ଜନ ଓ ...

    Maximum 500 characters

    ରାଜନୀତି View all

    Find Us on Facebook