Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ହବିବୁରକୁ ଦିଲ୍ଲୀରେ ଜେରା କରିବ ଏସଟିଏଫ

    Share on :
    Date: Aug 8, 2018    Views: 89

    ଭୁବନେଶ୍ୱର: କୁଖ୍ୟାତ ଆତଙ୍କବାଦ ସଂଗଠନର ସହଯୋଗୀ ବୋଲି କୁହାଯାଉଥିବା ଲସ୍କରର ସହଯୋଗୀ ହବିବୁର ରହେମାନଙ୍କୁ ଦିଲ୍ଲୀରେ ଜେରା କରିବ ଏସଟିଏଫ । କ୍ରାଇମବ୍ରାଂଚର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଟିମ୍ ଡିଆଇଜି ହିମାଂଶୁ ଲାଲଙ୍କ ନେତୃତ୍ୱରେ ଏକ ଟିମ୍ ଦିଲ୍ଲୀ ଯାଇ ହବିବୁରକୁ ଜେରା କରିବ ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଂଚ ଏଡିଜି ସନ୍ତୋଷ ଉପାଧ୍ୟାୟ । ଏନଆଇଏର ଅନୁମତି ନେଇ ଏସଟିଏଫ  ଜେରା କରିବ । ଅନ୍ୟପକ୍ଷରେ ହବିବୁରର କୌଣସି ଲିଙ୍କ ଓଡ଼ିଶାରେ ଥିବ ବୋଲି ଭାବି ଏସଟିଏଫ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook