Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    କାନ୍ଥ ଭୁଶୁଡ଼ି ଶିଶୁ ମୃତ, ବର୍ତ୍ତିଲେ ମା’

    Share on :
    Date: Aug 8, 2018    Views: 67

    ଢେଙ୍କାନାଳ: କାନ୍ଥ ପଡ଼ି ଧନ ଜୀବନ ନଷ୍ଟ ହେବା ଭଳି ଘଟଣା ଗତ କିଛି ଦିନ ହେଲା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିବାବେଳେ ପୁଣି ଏହି ଘଟଣାର ପୁନରାବୃତ୍ତି ହୋଇଛି । ଏବେ କାନ୍ଥ ପଡ଼ି ଜଣେ ଶିଶୁ କନ୍ୟାର ମୃତୁ୍ୟ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ । ମୃତ ଶିଶୁର ନାମ ହେଲା ଇତିଶ୍ରୀ ଭୋଇ । ତାଙ୍କ ବୟସ ମାତ୍ର ୫ ବର୍ଷ । ମଙ୍ଗଳବାର ରାତିରେ ଇତିଶ୍ରୀ ତାଭ୍କ ମା ପାଖରେ ଶୋଇଥିବାବେଳେ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଫଳରେ ଇତିଶ୍ରିର ଘଟଣାସ୍ଥଳରେ ହିଁ ମୃତୁ୍ୟ ହୋଇଥିଲା । ତେବେ ଏହି ଦୁର୍ଘଟଣାରୁ ତାଙ୍କ ମା’ ଅଳ୍ପକେ ବର୍ତ୍ତିଯାଇଛନ୍ତି । 

    Maximum 500 characters

    ଆଂଚଳିକ View all

    Find Us on Facebook