Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଲେଡି ୪୨୦ ଗିରଫ

    Share on :
    Date: Aug 8, 2018    Views: 81

    ଭୁବନେଶ୍ୱର: ଚାକିରି ଦେବା ନାମରେ ଠକେଇ । ଆଉ ଠକେଇ କରୁଥିଲେ ଜଣେ ଯୁବତୀ । ପୁରୀ ଜିଲ୍ଲା ଅସ୍ତରଙ୍ଗ ପୁଲିସ ଏମିତି ଜଣେ ଠକ ଯୁବତୀ  ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରି ଜେଲ ପଠାଇଛି । ଭୁବେନଶ୍ୱରରେ ଏକ ସଂସ୍ଥା ଖୋଲି କଲେଜ ପଢୁଆ ଛାତ୍ରଛାତ୍ରୀଙ୍କୁ ଚାକିରି କରାଇ ଦେବା ନାମରେ ଠକୁଥିଲେ ଅଭିଯୁକ୍ତ ଯୁବତୀ ଜଣକ । ନିଜର ଜଣେ ସହଯୋଗୀଙ୍କ ସହ ମିଶି ବିଭିନ୍ନ ଅଞ୍ଚଳରୁ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ କରୁଥିଲେ । ପରେ ସେମାନଙ୍କ ଘରକୁ ଯାଇ ନିଜେ କିମ୍ବା ମଧ୍ୟସ୍ଥିଙ୍କ ଦ୍ୱାରା ଚାକିରି ପ୍ରଲୋଭନ ଦେଖାଇ ମୋଟା ଅଙ୍କର ଟଙ୍କା ଆଣୁଥିଲେ । ଏକ ପରିବାର ଠାରୁ ସେମାନଙ୍କ ଦୁଇ ଝିଅଙ୍କୁ ବି.ଟେକରେ ନାମ ଲେଖାଇ ଦେବା ସହ ଚାକିରି ଲୋଭ ଦେଖାଇ ସମ୍ପୃକ୍ତ ଯୁବତୀ ୨୦ ହଜାର ଟଙ୍କା ଠକି ନେଇଥିଲେ ବୋଲି ଅଭଯୋଗ ହୋଇଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook