Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଚଢିଗଲା ଟ୍ରକ, କଲେଜ ଛାତ୍ରୀ ମୃତ

    Share on :
    Date: Aug 8, 2018    Views: 135

    ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଲକ୍ଷ୍ମୀଜୋରରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ କଲେଜ ଛାତ୍ରୀଙ୍କ ଉପରେ ଟ୍ରକ ଚଢିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତୁ୍ୟ ହୋଇଛି ।  ମୃତ ଛାତ୍ରୀ ଜଣକ ହେଉଛନ୍ତି ମିଲି ନାୟକ । ସେ ବଲାଙ୍ଗୀର ସରକାରୀ ଯୁକ୍ତ ଦୁଇ କଲେଜରେ ପଢୁଥିଲେ । ପ୍ରତି ଦିନ ଭଳି ସେ ବୁଧବାର ସାଇକେଲରେ କଲେଜ ଯାଉଥିଲେ । ତେବେ ଲକ୍ଷ୍ମୀଜୋର ବ୍ରିଜ ଉପରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତୁ୍ୟ ହୋଇଥିଲା । ତେବେ ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାଯାଇଛି । ଅନ୍ୟପକ୍ଷରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ସମେତ କଲେଜ ଛାତ୍ରଛାତ୍ରୀ ଗାନ୍ଧିନଗର ଛକରେ ମୃତଦେହକୁ ରଖି ରାସ୍ତାରୋକ କରିଛନ୍ତି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook