Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଡଙ୍ଗାକୁ ଧକ୍କା ଦେଲା ଜାହାଜ, ୩ ମୃତ

    Share on :
    Date: Aug 7, 2018    Views: 47

    କୋଚ୍ଚି: କେରଳ ସମୁଦ୍ର ତଟରୁ ୨୮ କିମି ଦୂର ସମୁଦ୍ର ମଧ୍ୟରେ ମଙ୍ଗଳବାର ଭୋର ଏକ ମାଛ ଧରୁଥିବା ଡଙ୍ଗାକୁ ଜାହାଜ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ୫ ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଡଙ୍ଗାଟି ତଟବର୍ତ୍ତୀ ଅଞ୍ଚଳରୁ ୨୮ କିମି ଦୂରରେ ମାଛ ଧରୁଥିବାବେଳେ ହଠାତ ଏକ ଜାହାଜଟି ମାଡ଼ିଆସି ଡଙ୍ଗାଟିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତୁ୍ୟ ହୋଇଥିଲା । ତେବେ ପାଖରେ ମାଛ ଧରୁଥିବା ଅନ୍ୟ ଡଙ୍ଗାର ମତ୍ସ୍ୟଜୀବୀମାନେ ୫ ଜଣଙ୍କୁ ଉଦ୍ଧାର କରିବା ସହ ସମ୍ପୃକ୍ତ ଅଜ୍ଞାତ ଜାହାଜର ବିବରଣୀ ମୁମ୍ବାଇ ବନ୍ଦରକୁ ପ୍ରଦାନ କରିଛନ୍ତି । ଉଦ୍ଧାର ମତ୍ସ୍ୟଜୀବୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook