ମାର୍ଚ୍ଚ ୩୧ ତାରିଖରୁ ଝାରସୁଗୁଡ଼ାରୁ ବିମାନ ଉଡ଼ାଣ

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଝାରସୁଗୁଡ଼ା ବିମାନବନ୍ଦରରୁ ନିୟମିତ ବିମାନ ଉଡ଼ାଣ ହେବ ।  ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ବିମାନବନ୍ଦର ନିଦେ୍ର୍ଧଶକ ଏସ.କେ ଚୌହାନ । ଝାରସୁଗୁଡ଼ା ବିମାନବନ୍ଦରରୁ ନିୟମିତ ଦେଶର ୩ଟି ସ୍ଥାନକୁ ସ୍ପାଇସ ...