Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବର୍ଷା : ସ୍କୁଲ ଛୁଟି, ପରୀକ୍ଷା ବାତିଲ

    Share on :
    Date: Aug 7, 2018    Views: 329

    ଭୁବନେଶ୍ୱର: ଗତକାଲି ଠାରୁ ଜାରି ରହିଥିବା ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱର ସହିତ କଟକ ଓ ପୁରୀର ଅବସ୍ଥା ଅତ୍ୟନ୍ତ ସଙ୍ଗୀନ ହୋଇଛି । ପୁରୀ ବଡ଼ଦାଣ୍ଡରେ ଆଣ୍ଠୁଏ ପାଣି ଜମି ରହିଛି । ଭୁବନେଶ୍ୱରରେ ମଧ୍ୟ ଲୋକଙ୍କ ଘରେ ପାଣି ପଶିଛି । ବର୍ଷା ସାଙ୍ଗକୁ ଆଜି ବସ ଓ ଟ୍ରକ ଧର୍ମଘଟ ଥିବାରୁ ଉକ୍ରଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଜି ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରି ଦେଇଥିବାବେଳେ କଟକ ଜିଲ୍ଲାପାଳ କଟକ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜକୁ ଆଜି ବର୍ଷା ପାଇଁ ଛୁଟି ଘୋଷଣା କରିଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାପାଳ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜରେ ପାଠପଢାକୁ ବର୍ଷା ପାଇଁ ବାତିଲ କରିଛନ୍ତି । 

    Read more

    ୧୩ରୁ ୧୫ ବର୍ଷା

    ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବା ସହ ଗରମ ଅନୁଭୂତ ହେଉଛି ।  ତେବେ ଆସନ୍ତାକାଲି ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାଛଡ଼ା ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ...

    Read more

    ପୁଣି ଫେରିବ କାଳବୈଶାଖୀ ବର୍ଷା

    ଭୁବନେଶ୍ୱର: ପୁଣି ଫେରିବ କାଳବୈଶାଖୀ ବର୍ଷା । ଆସନ୍ତା ୪ ଓ ୫ ତାରିଖରେ ଉତ୍ତର ଓଡ଼ିଶା ସମେତ ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ । କେତେକ ସ୍ଥାନରେ ବଜ୍ରପାତର ବି ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ...

    Read more

    କାଳବୈଶାଖୀ ବର୍ଷା, ବାଲେଶ୍ୱରରେ କାଚୁଛି

    ଭୁବନେଶ୍ୱର: ମାଡ଼ି ଆସୁଛି କାଳବୈଶାଖୀ ବର୍ଷା ।  ୪ ଦିନ  ଯାଏଁ ଡରାଇବ ଏହି କାଳବୈଶାଖୀ ବର୍ଷା ।  ଅର୍ଦ୍ଧାଧିକ ଜିଲ୍ଲାରେ ବର୍ଷା ଆଶଙ୍କା ଥିବାବେଳେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷୁଛି । ଆଜି ସକାଳୁ ଠାରୁ  ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ...

    Maximum 500 characters

    ରାଜ୍ୟ ଖବର View all

    Find Us on Facebook