Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଦେଶବ୍ୟାପୀ ମାଲ ପରିହବନ ଠପ୍

    Share on :
    Date: Aug 7, 2018    Views: 253

    ଭୁବନେଶ୍ୱର: ମଙ୍ଗଳବାର ଦେଶବ୍ୟାପୀ ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ ଧର୍ମଘଟ ଡାକରା ଦେଇଛି । କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ମୋଟର ଭେଇକିଲ ଆକ୍ଟ ୧୯୮୮ର ସଂଶୋଧନକୁ ବିରୋଧ କରି ଏହି ଆନେ୍ଦାଳନ ଡାକରା ଦିଆଯାଇଛି । ଫଳରେ ଦେଶବ୍ୟାପୀ ମାଲ ଓ କେତେକ ସ୍ଥାନରେ ଯାତ୍ରୀ ପରିବହନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । 
    ପରିବହନ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟକୁ ଓଡ଼ିଶା ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରସନ ସମର୍ଥନ କରିଛି । ସେହିଭଳି ନିଖିଳ ଓଡ଼ିଶା ଟାକ୍ସି-ଅଟୋ ମହାସଂଘ ମଧ୍ୟ ଆନେ୍ଦାଳନକୁ ସମର୍ଥନ କରିଛି । 

    Read more

    ଧାନ ରଖି ଚାଷୀଙ୍କ ରାସ୍ତାରୋକ

    କେନ୍ଦୁଝର: କେନ୍ଦୁଝର  ଜିଲ୍ଲା ହାଟଡିହି ବ୍ଲକରେ ଚାଷୀମାନେ ରାସ୍ତାରୋକ କରିଛନ୍ତି । ରାସ୍ତାରେ ଧାନ ରଖି ଚାଷୀମାନେ ବସିଛନ୍ତି । ପ୍ରକୃତ ଚାଷୀଙ୍କ ଠାରୁ ଧାନ କିଣା ନହୋଇ ଦଲାଲଙ୍କ ଠାରୁ ଧାନ କିଣା ହେଉଥିବା ଅଭିଯୋଗ କରି ଚାଷୀମାନେ ଧାରଣାରେ ବସିଛନ୍ତି । ଦୀର୍ଘ ...

    Read more

    ସମ୍ବଲପୁରରେ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ

    ସମ୍ବଲପୁର: ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦୁଇ ମାସରୁ ଅଧିକ ଦିନ ଧରି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଆନେ୍ଦାଳନ ଚଳାଇ ଆସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ । ଏହା ପ୍ରତିବାଦରେ ଆଜି ଠାରୁ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ...

    Read more

    ୧୨ ଘଣ୍ଟିଆ କରଞ୍ଜିଆ ବନ୍ଦ

    ବାରିପଦା: କରଞ୍ଜିଆ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତରଣକୁ ବିରୋଧ କରି ଗୁରୁବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । କରଞ୍ଜିଆ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରାରେ ୫ଟି ବ୍ଲକକୁ ସମ୍ପୂର୍ଣ୍ଣ ବନ୍ଦ କରିବା ...

    Maximum 500 characters

    ରାଜ୍ୟ ଖବର View all

    Find Us on Facebook