Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଏନକାଉଣ୍ଟର: ୧୪ ମାଓବାଦୀ ସଫା

    Share on :
    Date: Aug 6, 2018    Views: 263

    ଭୁବନେଶ୍ୱର: ଓଡ଼ିଶାରେ ମାଓବାଦୀଙ୍କ ଶକ୍ତିକୁ ପରାହତ କରିବା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ବାରମ୍ବାର ଚେଷ୍ଟା କରାଯାଉଥିବାବେଳେ ଏବେ ଏକ ବଡ଼ ସଫଳତା ମିଳିଛି । ମାଲକାନଗିରି ସୀମାରେ ପୁଲିସକୁ ଏହି ସଫଳତା ମିଳିଛି । ପୁଲିସ ଏନକାଉଣ୍ଟରରେ ଜଣେ କି ଦୁଇ ଜଣ ନୁହେଁ, ପୁରା ୧୪ ମାଓବାଦୀ ନିହତ ହୋଇଛନ୍ତି । ଛତିଶଗଡ଼ ସୁକମା ନିକଟ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତେବେ ପୁଲିସ ଗୁଳିରେ ମୋଟ ୧୪ ଜଣ ମାଓବାଦୀ ନିହତ ହୋଇଥିବା ଜଣାଯାଇଛି । ତେବେ ଖବର ଲେଖାସୁଦ୍ଧା ଏବେ ବି ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook