Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା କ୍ରିୟାନୁଷ୍ଠାନ କମିଟି

    Share on :
    Date: Aug 6, 2018    Views: 571

    ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ପ୍ରସଙ୍ଗରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିତ କ୍ରିୟାନୁଷ୍ଠାନ କମିଟି ଭେଟିଛି ।  କମିଟିର ସଦସ୍ୟମାନେ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି ।  ଏନେଇ ତୁରନ୍ତ ପଦକ୍ଷେପ ନେବାକୁ କମିଟିର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ଜଣାଯାଇଛି । ପ୍ରକାଶ ଯେ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ବାରମ୍ବାର ଦାବି ହୋଇଆସୁଛି । ଏନେଇ ବିଗତ ଦିନରେ ବହୁଥର  ଆନେ୍ଦାଳନ ସହ ବନ୍ଦ ଡାକରା ମଧ୍ୟ ଦିଆଯାଇଛି । 

    Read more

    ମୁଖ୍ୟମନ୍ତ୍ରୀ ଓ ୪ ବିଜେଡି ନେତାଙ୍କ ବିରୋଧରେ ଏତଲା

    ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନାମରେ ଏତଲା । ଅରଖକୁଦା ମେରାଇନ ଥାନାରେ ଶୁକ୍ରବାର ଏହି ଏତଲା ଦେଇଛନ୍ତି ସଚେତନ ନାଗରିକ ମଞ୍ଚର ଆବାହକ ପି୍ରୟଦର୍ଶନ ପଟ୍ଟନାୟକ । ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ପ୍ରସଙ୍ଗକୁ ନେଇ ପ୍ରିୟଦର୍ଶନ  ଏହି ଏତଲା ଦେଇଛନ୍ତି ...

    Read more

    ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ୭ ଦିନ ପାଇଁ ରିଲିଫ ଘୋଷଣା

    ଭୁବନେଶ୍ୱର: ଗତ କିଛିଦିନ ଧରି ଲାଗି ରହିଥିବା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ଆସିଛି । ଏଥିଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ଜଳବନ୍ଦୀ ଅଛନ୍ତି । ତେବେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ...

    Read more

    ଓଡ଼ିଶା ହେବ ଦକ୍ଷିଣ ଏସିଆର ନିର୍ମାଣ ହବ : ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ପୂର୍ବ ଭାରତର ନିର୍ମାଣ ହବ ଭାବେ ଓଡ଼ିଶା ଉଭା ହୋଇସାରିଛି  । ଓଡ଼ିଶାକୁ ଦକ୍ଷିଣ ଏସିଆର ନିର୍ମାଣ ହବ ଭାବେ ପରିଣତ କରିବା ପାଇଁ ଆମେ କାର୍ଯ୍ୟ କରୁଛୁ  । ୧୫ଟି ଶିଳ୍ପ ୟୁନିଟ ଉଦଘାଟନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ...

    Maximum 500 characters

    ରାଜ୍ୟ ଖବର View all

    Find Us on Facebook