୨ ଲକ୍ଷ ୮୫ ହଜାର ସହ ଏଟିଏମ ଲୁଟେରା ଗିରଫ

ରାଉରକେଲା: ଏଟିଏମରୁ ଟଙ୍କା ଲୁଟ୍ କରୁଥିବା ଜଣେ ଲୁଟେରାଙ୍କୁ ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ପୁଲିସ ଗିରଫ କରିଛି  । ତାଙ୍କ ଠାରୁ ୨ ଲକ୍ଷ ୮୫ ହଜାର ଟଙ୍କା ଜବତ କରାଯାଇଛି  । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ କିଛି ଦିନ ହେବ ରାଉରକେଲାର ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ...