Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା

    Share on :
    Date: Aug 5, 2018    Views: 305

    ଭବାନୀପାଟଣା:  କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ମାଦିଗୁଡ଼ା ଗ୍ରାମରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଚାଷୀ ଜଣକ ହେଲେ ବାହାଦୁର ରାଣା । ଅଭିଯୋଗ ଅନୁଯାୟୀ ବାହାଦୁର ୪ ଏକର ଜମିରେ କପା ଚାଷ କରିବାକୁ ୪ ଲକ୍ଷ ଟଙ୍କା ଋଣ କରିଥିଲେ । କପା ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବାରୁ ଗତକାଲି ଋଣ ବୋଝରେ ଚାପଗ୍ରସ୍ତ ହୋଇ ସେ ବିଷ ପିଇ ଦେଇଥିଲେ । ପରିବାର ଲୋକ ତାଙ୍କୁ ଟିଟିଲାଗଡ଼ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଁ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଛି । ଘଟଣାସ୍ଥଳରେ ପହଞ୍ଚି ପୁଲିସ ତଦନ୍ତ କରୁଛି । 

    Read more

    ପୁଣି ଚାଷୀ ଆତ୍ମହତ୍ୟା

    ଭୁବନେଶ୍ୱର: ସୋନପୁର ଜିଲ୍ଲା ବିନିକା ବ୍ଲକର ଜଣେ ଚାଷୀ ଆଜି ଆତ୍ମହତ୍ୟା କରିଛନ୍ତି । ସିଂହିଯୁବା ଗ୍ରାମର ଭୁତୁଲ କର୍ଣ୍ଣ ଆଜି ସକାଳେ ବିଲକୁ ଧାନ କାଟିବାକୁ ଯାଉଥିବା ବେଳେ ସେଠାରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଚାଷରେ ଚକଡ଼ା ପୋକ ...

    Read more

    ଚାଷୀ ଆତ୍ମହତ୍ୟା : ଗୃହ ଅଚଳ

    ଭୁବନେଶ୍ବର : ଚାଷୀ ଆତ୍ମହତ୍ୟାକୁ ନେଇ ଗୃହରେ ବିଜେପି ହଟ୍ଟଗୋଳ କରିଛି । ଗୃହରେ ଅସ୍ବାଭାବିକ ସ୍ଥିତି ଲାଗି ରହିବାରୁ ବାଚସ୍ପତି ଗୃହକୁ ୧୦ଟା ୩୧ରୁ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରି ଦେଇଥିଲେ । ପୂର୍ବାହ୍ନ ସାଢେ ଦଶଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି ...

    Read more

    ବିଷ ପିଇଲେ ଚାଷୀ


    ବରଗଡ: ବରଗଡରେ ପୁଣି ·ଷୀ ଆତ୍ମହତ୍ୟା ଅଭିଯୋଗ  । ସଦର ବ୍ଲକ ତୁରାଗାଁର ଅକ୍ଷୟ ଧରେଇ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି  ।ଋଣ ନେଇ ·ଷ କରିଥିବା ଅକ୍ଷୟଙ୍କ ଫସଲରେ ପୋକ ଲାଗିଯିବାରୁ ଫସଲ ନଷ୍ଟ ହୋଇଯାଇଛି  । ଋଣ ସୁଝିବା ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ...

    Maximum 500 characters

    ଆଂଚଳିକ View all

    Find Us on Facebook