Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଇଂଲଣ୍ଡଠୁ ହାରିଲା ଭାରତ

    Share on :
    Date: Aug 4, 2018    Views: 367

    ଲଣ୍ଡନ : ଇଂଲଣ୍ଡ ସହ ସଂଘର୍ଷ କରି ପରାଜୟ ବରଣ କରିଛି ଭାରତ  । ଇଂଲଣ୍ଡ ନିଜର ୧୦୦୦ତମ ଟେଷ୍ଟରେ ବାଜିମାତ୍ କରିଛି  । ଏଜବାଷ୍ଟନ ଟେଷ୍ଟ ଜିତିବା ପାଇଁ ଭାରତ ସମ୍ମୁଖରେ ୧୯୪ ରନର ଟାର୍ଗେଟ ଥିଲା  । ତେବେ ଟିମ ଇଣ୍ଡିଆ ୧୬୨ ରନରେ ଅଲଆଉଟ ହୋଇଯାଇଥିଲା  । 

    ପ୍ରଥମ ଇନିଂସରେ ଇଂଲଣ୍ଡ ୨୮୭ ରନରେ ଅଲଆଉଟ ହୋଇଯାଇଥିବାବେଳେ ଭାରତ ୨୭୪ରନ କରିପାରିଥିଲା  । ସେହିପରି ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ମାତ୍ର ୧୮୦ ରନରେ ଅଲଆଉଟ ହୋଇଯିବାରୁ ଭାରତ ସମ୍ମୁଖରେ ୧୯୪ ରନର ଟାର୍ଗେଟ ଥିଲା  । ଗତକାଲି ଖେଳ ସୁଦ୍ଧା ଭାରତ ୫ ୱିକେଟରେ ୧୧୦ ରନ କରିଥିଲା  । ଫଳରେ ବିଜୟ ପାଇଁ ଭାରତକୁ ଆଉ ୮୪ ରନ ଦରକାର ଥିଲା  । ତେବେ କ୍ରିଜରେ ବିରାଟ କୋହଲି ୪୩ରନରେ ଅପରାଜିତ ଥିବାରୁ ଭାରତ ଇଂଲଣ୍ଡକୁ ପରାସ୍ତ କରିବ ବୋଲି ମନେ କରାଯାଉଥିଲା  । ତେବେ କୋହଲି ଆଉ ମାତ୍ର ୮ ରନ ଯୋଡ଼ି ଆଉଟ ହୋଇଯାଇଥିଲେ  । ଇଂଲଣ୍ଡ ବୋଲର ବେନ ଷ୍ଟୋକସ ଗତକାଲି ମାତ୍ର ଗୋଟିଏ ୱିକେଟ ନେଇଥିବାବେଳେ ଆଜି ଆଉ ୩ଟି ୱିକେଟ େ

    Maximum 500 characters

    ଖେଳ ଖବର View all

    Find Us on Facebook