Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ବାହୁବଲୀ: ସ୍ୱିକେଲ ପରେ ଏବେ ପ୍ରିକ୍ୱେଲ

    Share on :
    Date: Aug 4, 2018    Views: 625

    ବ୍ଲକବଷ୍ଟର ମୁଭି ‘ବାହୁବଲୀ’ । ଏହାର ପ୍ରଥମ ସିନେମା ଓ ସିକ୍ୱେଲ ବ୍ଲକବଷ୍ଟର ହୋଇଥିଲା ।  ତେବେ ବର୍ତ୍ତମାନ ‘ବାହୁବଲୀର’ ପ୍ରିକ୍ୱେଲ ନିର୍ମିତ ହେବାକୁ ଯାଉଛି । ଅବଶ୍ୟ ଏହା ବଡ଼ ପରଦାରେ ପ୍ରଦର୍ଶିତ ହେବ ନାହିଁ ବୋଲି ଜଣାଯାଇଛି । ‘ବାହୁବଲୀ’ରେ ପ୍ରଭାସ, ତମନ୍ନା, ଅନୁସ୍କା ସେଟ୍ଟୀ ଓ ରାଣା ଦାଗୁବତୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । 
    ଏବେ ଯେଉଁ ପ୍ରିକ୍ୱେଲ ନିର୍ମିତ ହେଉଛି, ତାହାର କାହାଣୀରେ ଶିବଗାମୀଙ୍କ ଯାତ୍ରା ପ୍ରଦର୍ଶିତ ହେବ । ନେଟଫ୍ଲିକସ ପକ୍ଷରୁ ଏହି ସିରିଜର ଘୋଷଣା କରାଯାଇଛି ।  ନେଟଫ୍ଲିକସ ପ୍ରଥମରୁ ହିଁ ଏହାର ଦୁଇଟି ସିରିଜ ନିର୍ମାଣ କରୁଛନ୍ତି । ଏହାର ଟାଇଟଲ ରଖାଯାଇଛି  ‘ ବାହୁବଲୀ ବିଫୋର ଦ ବିଗିନିଂଗ’ ।

    Read more

    ବାରବାଟୀ ଆସିବେ ବାହୁବଳୀ

    ଭୁବନେଶ୍ୱର: ରାଜଧାନୀର କଳିଙ୍ଗ ଷ୍ଟାଡିୟମରେ  ଆସନ୍ତା ୨୮ରୁ ଆରମ୍ଭ ହେବ ପୁରୁଷ ହକି ବିଶ୍ୱ କପ । ତେବେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ବାରବାଟୀ ଷ୍ଟାଡିୟମରେ ଏକ ଭବ୍ୟ ଉଦଘାଟନୀ ଉତ୍ସବ ଆୟୋଜନ ହେବ । ଏଥିରେ ଓସ୍କାର ବିଜେତା ସଂଗୀତ ନିଦେ୍ର୍ଧଶକ ଏ.ଆର ରହେମାନଙ୍କ ସହ ...

    Read more

    ଇତିହାସ ରଚିଲା ‘ବାହୁବଲୀ’

    ଭାରତର ସବୁଠୁ  ବ୍ୟୟବହୁଳ ସିନେମା କୁହାଯାଉଥିବା ଫିଲ୍ମ ‘ବାହୁବଲୀ’ ଦେଶରେ ଏକ ନୂଆ ଇତିହାସ ସୃଷ୍ଟି କରିଛି  । ଏହା ପ୍ରଥମ ଦିନରେ ୫୦ କୋଟି ଓ ତିନି ଦିନରେ ୧୦୦ କୋଟି ଟଙ୍କାର ବ୍ୟବସାୟ କରିଛି  । ଏହା ପୂର୍ବରୁ କୌଣସି ବି  ଭାରତୀୟ ସିନେମା ପ୍ରଥମ ଦିନରେ ୫୦ ...

    Maximum 500 characters

    କଳା View all

    Find Us on Facebook