Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଆଖି ମାରିଲେ କାର୍ଯ୍ୟାନୁଷ୍ଠାନ : ଉଚ୍ଚଶିକ୍ଷାମନ୍ତ୍ରୀ

    Share on :
    Date: Aug 3, 2018    Views: 1717

    ଭୁବନେଶ୍ୱର: କଲେଜ ପଢୁଆ ରୋମିଓ ଏବେ କଲେଜ ପରିସରରେ ନିଜ ଆଚରଣ ଉପରେ ସଂଜମତା ନରଖିଲେ ଦଣ୍ଡ ଭୋଗିବେ । କଲେଜରେ ରାଗିଂ କଲେ ସେମାନଙ୍କ ବିରୋଧରେ ହେବ କଡ଼ା କାର୍ୟ୍ୟାନୁଷ୍ଠାନ । ଏପରିକି କଲେଜରେ ଯଦି ଆଖି ମାରନ୍ତି ତେବେ ମଧ୍ୟ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଗିଂକୁ ନେଇ ଉଚ୍ଚଶିକ୍ଷାମନ୍ତ୍ରୀ ଅନନ୍ତ ଦାସ ଏଭଳି ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏନେଇ ସମସ୍ତ ଶିକ୍ଷାନୁଷ୍ଠାନକୁ ସର୍କୁଲାର ଜାରି କରିବା ପାଇଁ ସେ ସଚିବଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, କୌଣସି ପ୍ରକାର ରାଗିଂକୁ ବରଦାସ୍ତ କରାଯିବ ନାହିଁ ।  ରାଗିଂ ପ୍ରମାଣିତ ହେଲେ ଛାତ୍ରଛାତ୍ରୀଙ୍କୁ ବହିଷ୍କାର ମଧ୍ୟ କରାଯିବ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି । 

    Maximum 500 characters

    ବିଶେଷ View all

    Find Us on Facebook