Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ଏସବୁ ଲକ୍ଷଣ ଥିଲେ ଆପଣ ସ୍ତନ କର୍କଟର ଶିକାର ହୋଇଥାଇ ପାରନ୍ତି

    Share on :
    Date: Jul 27, 2018    Views: 451

    ସ୍ତନ କର୍କଟ ଏକ ଏମିତି ରୋଗ ଯାହା ଅନେକ କ୍ଷେତ୍ରରେ ମହିଳାମାନଙ୍କୁ ମୃତୁ୍ୟ ମୁଖକୁ ନେଇ ଯାଇଥାଏ । ବଦଳୁଥିବା ଜୀବନଚର୍ଯ୍ୟା ଏବଂ ଖାଇବା ପିଇବାର ସମୟ ଠିକ ରହୁନଥିବାରୁ ମହିଳାମାନେ ଖୁବ ସହଜରେ ଏହି ରୋଗର ଶିକାର ହୋଇଯାଇଥାନ୍ତି । ବେଳେ ବଳେ କିଛି ମହିଳା ଏହି ରୋଗର ଲକ୍ଷଣ ଜାଣିନପାରି ମୃତୁ୍ୟ ମୁଖକୁ ଚାଲିଯାଇଥାନ୍ତି । ଏଭଳି ପରିସ୍ଥିତିରେ ଆମେ ଆପଣଙ୍କୁ ଏହି ରୋଗର ଲକ୍ଷଣ ବିଷୟରେ ଅବଗତ କରାଇବାକୁ ଚାହୁଁଛୁ ।
     ୧- ମହିଳାମାନେ ସ୍ତନ କର୍କଟର ଶିକାର ହୋଇଥିଲେ ସେମାନଙ୍କ ସ୍ତନରେ ଯନ୍ତ୍ରଣା ଅନୁଭବ ହେବା, କୁଣ୍ଡାଇ ହେବା ବା ଲାଲ ପଡ଼ିଯିବା ଭଳି ସମସ୍ୟା ଦେଖାଯାଇଥାଏ ।
    ୨- କର୍କଟ ରୋଗର କୋଷିକାଗୁଡ଼ିକ ବଢୁଥିବାରୁ କାଖ ଦରଜ ହେବା ସହ ସିଝି ଯାଇଥାଏ । ଏଭଳି ଲକ୍ଷଣ ଦେଖା ଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୂୁ ।
    ୩- ଅଧିକ କାମ କରିବା ଦ୍ୱାରା ବେକରେ ଯନ୍ତ୍ରଣା ଅନୁଭବ ଏକ ସାଧାରଣ କଥା । କିନ୍ତୁ ସ୍ତନ କର୍କଟ ହୋଇଥିଲେ କର୍କଟ ରୋଗର କୋଷିକାଗୁଡ଼ିକ ବଢୁଥିବାରୁ ବେକ ଓ ଅଣ୍ଟା ଜୋରରେ ବିନ୍ଧିଥାଏ ।
    ୪- ସ୍ତନ କର୍କଟର ଶିକାର ହୋଇଥିଲେ ସ୍ତନରୁ ଟିକେ ଟିକେ ପାଣି ବାହାରିବାକୁ ଲାଗିଥାଏ । ଏହା ସହ ସ୍ତନର ଆକାର ଓ ରଙ୍ଗ ବଦଳି ଯାାଇଥାଏ । 

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook