Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଶନିବାର କ୍ୟାବିନେଟ

    Share on :
    Date: Jul 20, 2018    Views: 141

    ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକ ଶନିବାର ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ଅପରାହ୍ନ ୫.୪୫ ମିନିଟ୍ରେ ବସିବାକୁ ଥିବା ବୈଠକରେ ପ୍ରାୟ ୭ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । କ୍ୟାବିନେଟ ମଂଜୁରୀ ପାଇଁ କୃଷି, ସମବାୟ, ପଂଚାୟତିରାଜ, ଉଚ୍ଚଶିକ୍ଷା ଓ ସାଧାରଣ ପ୍ରଶାସନ ଆଦି ବିଭାଗରେ ପ୍ରସ୍ତାବ ଆସିବ ବୋଲି ଜଣାଯାଇଛି । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook