Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ବସ୍ତିବାସିନ୍ଦାଙ୍କୁ ତୁରନ୍ତ ଜମିପଟ୍ଟା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ

    Share on :
    Date: Jul 20, 2018    Views: 295

    ଭୁବନେଶ୍ୱର : ବସ୍ତିବାସିନ୍ଦାଙ୍କୁ ତୁରନ୍ତ ଜମି ପଟ୍ଟା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି  । ରାଜ୍ୟର ସମସ୍ତ ପୌରାଂଚଳ ଓ ଏନଏସିରେ ଥିବା ୧୯୯୨୨ ବସ୍ତିର ୧ ଲକ୍ଷ ୮୬ ହଜାର ପରିବାରକୁ ଜମି ପଟ୍ଟା ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି  । ସେହିପରି ବସ୍ତିରେ ରହୁଥିବା ପରିବାରଙ୍କୁ ସୁଲଭ ବାସଗୃହ, ପାଇପ ପାଣି ସୁବିଧା, ଏଲଇଡ଼ି ଷ୍ଟି୍ରଟ ଲାଇଟ ସହ ଅନ୍ୟ ସୁବିଧା ସୁଯୋଗ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି  ।

    ସୂଚନାଯୋଗ୍ୟଯେ, ମେ’ ୭ରେ ଜାଗା ମିଶନର ପାଇଲଟ ପ୍ରକଳ୍ପ ଭାବେ ୯ ପୌରସଂସ୍ଥାର ୪୬ ବସ୍ତିରେ ୨୦୦ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପଟ୍ଟା ଆବଂଟନ କରିଥିଲେ  । ବର୍ତମାନ ବିଭିନ୍ନ ବସ୍ତି ଅଂଚଳରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ପାଇଁ ୪୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି  । ବର୍ତମାନ ସମସ୍ତ ବସ୍ତି ଅଂଚଳରେ ସର୍ଭେ ପ୍ରକ୍ରିୟା ଚାଲୁରହିଛି  । ୩ ବୈଷୟିକ ସଂସ୍ଥା ସହାୟତାରେ ୯୯ ପୌରାଂଚଳର ଡ୍ରୋନ ସର୍ଭେ ସମ୍ପୂର୍ଣ୍ଣ ହୋଇଛି  । ସରକାରୀ ଅଧିକାରୀମାନଙ୍କ ସହ ୨୬ ଅଣ ସରକାରୀ ସଂସ୍ଥା ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି  ।

    Read more

    ବାତ୍ୟା ପ୍ରଭାବିତ ଉଠାଦୋକାନୀ, ନଡ଼ିଆ ଓ କୁକୁଡ଼ା ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୧୦୦ କୋଟିର ପ୍ୟାକେଜ ଘୋଷଣା

    ୧୧ଟି ପୌରାଞ୍ଚଳର ୩୦ ହଜାର ଉଠାଦୋକାନୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ନଷ୍ଟ ହୋଇଥିବା ପ୍ରତି ନଡ଼ିଆଗଛ ପାଇଁ ମିଳିବ ୫୦୦ ଟଙ୍କା, ସର୍ବାଧିକ ୨୫ଟି ଗଛ ପାଇଁ ମିଳିବ ସହାୟତା ୫୦୦ କୁକୁଡ଼ା ଥିବା ବ୍ରଏଲର ୟୁନିଟ୍କୁ ପୁନରୁଦ୍ଧାର ପାଇଁ ୧ ଲକ୍ଷ ଟଙ୍କାରେ ଦିଆଯିବ ୭୫ ...

    Read more

    ‘ମୁଁ ଆପଣଙ୍କ ଗାଁକୁ ଆସିଛି, ଆପଣମାନେ ଖୁସି ତ’

    କେନ୍ଦ୍ରାପଡ଼ା: ମୁଁ ଆପଣମାନଙ୍କ ଗାଁକୁ ଆସିଛି, ଆପଣମାନେ ଖୁସି ତ, ମୁଁ ବି ବହୁତ ଖୁସି ।  କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଖରିନାସିର ହରିଆବାଙ୍କ ଗ୍ରାମରୁ ନିର୍ବାଚନୀ ପ୍ରଚାର ରୋଡ ଶୋ  ଆରମ୍ଭ ଅବସରରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ...

    Read more

    ଭୋଟ ପାଇଁ କେନ୍ଦ୍ରୀୟ ନେତା ଡେରା ପକାଇଛନ୍ତି: ନବୀନ

    ଭୁବନେଶ୍ୱର: କେବଳ ଭୋଟ ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ନେତା ଡେରା ପକାଇଛନ୍ତି । ପ୍ରାକୃତିକ ଦୁର୍ବିପାକ ସମୟରେ ସେମାନେ ଓଡ଼ିଶାର ମାଟି ବି ମାଡ଼ୁନଥିଲେ । ତେବେ ନିର୍ବାଚନ ସମୟରେ କେବଳ ଭୋଟ ପାଇଁ  ଓଡ଼ିଶା କଥା ସେମାନଙ୍କ ମନେପଡ଼ୁଛି । ଖାଲି ମନେ ପଡ଼ୁନି କୁମ୍ଭୀର ...

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook