Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ବଜାରକୁ ଆସିବ ନୂଆ ୧୦୦ ଟଙ୍କିଆ ନୋଟ

    Share on :
    Date: Jul 19, 2018    Views: 705

    ଭୁବନେଶ୍ୱର: ନୂଆ ୧୦, ୫୦, ୫୦୦ ଓ ୨୦୦୦ ଟଙ୍କା ପରେ ଏବେ ବଜାରକୁ ଆସିବାକୁ ଯାଉଛି ନୂଆ ୧୦୦ ଟଙ୍କିଆ ନୋଟ । ଖୁବ ଶୀଘ୍ର ବଜାରକୁ ଏହି ନୋଟ ଆସିବ । ନୂଆ ୧୦୦ ଟଙ୍କିଆ ନୋଟର ରଙ୍ଗ ବାଇଗଣୀ ହେବ । ତେବେ ନୂଆ ନୋଟ ଆସିଲେ ବି ପୁରୁଣା ଶହେ ଟଙ୍କିଆ ନୋଟ ଅଚଳ ହେବନି ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି । 

    Maximum 500 characters

    ଅର୍ଥନୀତି View all

    Find Us on Facebook