Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷିତ

    Share on :
    Date: Jul 18, 2018    Views: 577

    ନୂଆଦିଲ୍ଲୀ: ଟି-୨୦ ଓ ଦିନିକିଆ ସିରିଜ ପରେ ଇଂଲଣ୍ଡ ବିରୋଧରେ ୩ଟି ଟେଷ୍ଟ ଖେଳିବା ପାଇଁ ଭାରତୀୟ ଦଳ ଘୋଷିତ ହୋଇଛି ।  ବିରାଟ କୋହଲି, ଶିଖର ଧାୱନ, କେ.ଏଲ ରହୁଲ, ଏମ.ବିଜୟ, ତେଜେଶ୍ୱର ପୂଜାରା, ଅଜିଙ୍କ୍ୟା ରାହାଣେ, କରୁଣ ନାୟାର, ଦୀନେଶ କାର୍ତ୍ତିକ, ରିଷଭ ପନ୍ଥ, ଆର.ଅଶ୍ୱିନ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ,  ହାର୍ଦ୍ଧିକ ପାଣ୍ଡ୍ୟା, ଇଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ, ଯଶପ୍ରିତ ବୁମରା ଓ ସାର୍ଦ୍ଧୁଳ ଠାକୁର ପ୍ରମୁଖ ଭାରତୀୟ ଦଳରେ ସାମିଲ ହୋଇଛି । 

    Read more

    ବୋଲିଂ କରିବ ଭାରତ

    ଇଂଲଣ୍ଡ:  ୧୦୦ କୋଟିରୁ ଅଧିକ ଦେଶବାସୀଙ୍କ ଆଶା ନେଇ ଇଂଲଣ୍ଡ ପହଞ୍ଚିଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଆଜିଠାରୁ ତା’ର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍‌ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ। ଆଜି ସାଉଥମ୍ପଟନରେ ଦକ୍ଷିଣ ...

    Read more

    ଟିମ ଇଣ୍ଡିଆର ଆଡିଲେଡ ବିଜୟ

    ଅଷ୍ଟ୍ରେଲିଆ: ଆଡିଲେଡ ଦିନିକିଆରେ ଭାରତର ରୋମାଞ୍ଚକର ବିଜୟ । ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇଲା ଟିମ ଇଣ୍ଡିଆ ।  ଅଧିନାୟକ ବିରାଟ କୋଲିଙ୍କ ୧୦୪ ଓ କୁଲ ଧୋନିଙ୍କ ୫୫ ରନ ବଳରେ ଭାରତ ବିଜୟ ଲାଭ କରିଛନ୍ତି ।  ୨୯୮ ରନ ଟାର୍ଗେଟକୁ ଟିମ ଇଣ୍ଡିଆ ୪୯.୨ ଓଭରରେ ପୂରା କଲା ...

    Read more

    ଟିମ୍ ଇଣ୍ଡିଆ ୪-୧ରେ ସିରିଜ୍ ଜିତିଲା


    ନାଗପୁର: ଯୁବ ସ୍ପିନର ଅକ୍ଷର ପଟେଲଙ୍କ ଘାତକ ବୋଲିଂ ସାଙ୍ଗକୁ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ଦମ୍ଦାର ଶତକ ଓ ଅଜିଙ୍କା ରାହାନେଙ୍କ ଅର୍ଦ୍ଧଶତକୀୟ ଇନିଂସ୍କୁ ପାଥେୟ କରି ଟିମ୍ ଇଣ୍ଡିଆ ଏଠାରେ ଅନୁଷ୍ଠିତ ପଞ୍ଚମ ତଥା ଅନ୍ତିମ ଦିନିକିଆରେ ଅଷ୍ଟ୍ରେଲିଆକୁ ...

    Maximum 500 characters

    ଖେଳ ଖବର View all

    Find Us on Facebook