Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଶେଷ ଦିନିକିଆ: ବ୍ୟାଟିଂ କରିବ ଭାରତ

    Share on :
    Date: Jul 17, 2018    Views: 153

    ଲିଡସ: ଭାରତ ଓ ଇଂଲଣ୍ଡ ମଧ୍ୟରେ ମଙ୍ଗଳବାର ୩ୟ ତଥା ଶେଷ ଦିନିକିଆ ମ୍ୟାଚ ଖେଳାଯାଉଛି । ଏଥିରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିବ । ଟି-୨୦ ଶୃଙ୍ଖଳାରେ ବିଜୟ ଲାଭ କରିବା ପରେ ଦିନିକିଆ ଶୃଙ୍ଖଳାରେ ମଧ୍ୟ ବିଜୟ ହେବାକୁ ଲକ୍ଷ୍ୟ ରଖିଛି ଭାରତ ।

    Maximum 500 characters

    ଖେଳ ଖବର View all

    Find Us on Facebook