Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ସୁଟିଂ ସେଟକୁ ଫେରିଲେ ଅନୁଭବ

    Share on :
    Date: Jul 17, 2018    Views: 389

    ଭୁବନେଶ୍ୱର : ଫିଲ୍ମ ସୁଟିଂ ବେଳେ ଏକ ଷ୍ଟଂଟ ସିନ ଦେଇ ଆହତ ହୋଇଥିବା ଓଲିଉଡ ଅଭିନେତା ଅନୁଭବ ମହାନ୍ତି ପୁଣି ସୁଟିଂକୁ ଫେରିଛନ୍ତି ।  ତରଙ୍ଗ ସିନେ ପ୍ରଡକ୍ସନର ନୂଆ ସିନେମା ‘ପ୍ରେମ କୁମାର’ର ସୁଟିଂ ବେଳେ ଅନୁଭବ ଏକ ଷ୍ଟ ସିନ କରୁଥିବାବେଳେ ତାଙ୍କର ଡାହାଣ ଗୋଡ଼ ଭାଙ୍ଗି ଯାଇଥିଲା । ତେବେ ଦୀର୍ଘ ଦିନର ଚିକିତ୍ସା ପରେ ସେ ପୁଣି ଥରେ ସୁଟିଂ ସେଟକୁ ଫେରିଛନ୍ତି । ତେବେ ଔଷଧ ସହ ତାଙ୍କ ପ୍ରଶଂସକଙ୍କ ପ୍ରାର୍ଥନା ଓ ଭଲପାଇବା ଯୋଗୁଁ ସେ ସୁସ୍ଥ ହୋଇଥିବା ଅନୁଭବ କହିଛନ୍ତି । 

    ପ୍ରକାଶ ଯେ, ତାପସ ସରଘରିଆଙ୍କ ନିଦେ୍ର୍ଧଶନାରେ ହେଉଥିବା ‘ପ୍ରେମ କୁମାର’ରେ ଅନୁଭବ ମହାନ୍ତି ନାୟକ ଭୂମିକାରେ ଥିବାବେଳେ ତାଙ୍କ ବିପକ୍ଷରେ ଅଛନ୍ତି ଦୁଇ ଜଣ ନାୟିକା । ସେମାନଙ୍କ ଭିତରୁ ଜଣେ ହେଲେ ତମନ୍ନା ଓ ଆର ଜଣକ ଶିବାନୀ । 

    Maximum 500 characters

    କଳା View all

    Find Us on Facebook