Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଅନ୍ତରଙ୍ଗ ଭିଡିଓ ଭାଇରାଲ, ଅଭିଯୁକ୍ତ ଗିରଫ

    Share on :
    Date: Jul 17, 2018    Views: 1201

    ଭଦ୍ରକ: ସୋସିଆଲ ମିଡିଆରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଭାଇରାଲ ହେବାରେ ରୋକିବାକୁ ପୁଲିସ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଏହା ଉପରେ ରୋକ ଲାଗି ପାରୁନି । ବରଂ ଦିନକୁ ଦିନ ଏହି ଘଟଣା ଘଟିଚାଲିଛି । ଏପରି ପୁଣି ଏକ ଘଟଣା ସାମନାକୁ ଆସିଛି ।  ଭଦ୍ରକ ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି । ଏହି ଭିଡିଓ ଯାଜପୁରର ଏକ କଲେଜରେ ସୁଟିଂ ହୋଇଥିଲା । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଛାତ୍ରୀଙ୍କ ପରିବାର ଲୋକଙ୍କ ପକ୍ଷରୁ ଧାମନଗର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଯାଜପୁର ବାହାବଳପୁରରୁ ଗିରଫ କରିଥିବା ଜଣାଯାଇଛି । 

    Read more

    ବାପା ଗୁଣ୍ଡା ପଠାଅନି....

    ଉତ୍ତରପ୍ରଦେଶ :  ବାପା ବହୁତ ହୋଇଗଲା । ମୁଁ ମୋ ନିଜ ଇଚ୍ଛା ଅନୁସାରେ  ମୋ ମନ ପସନ୍ଦର ପୁଅକୁ ବିବାହ କରିସାରିଛି ।  ମୁଁ ମୁଣ୍ଡରେ ସିନ୍ଦୂର ନାଇଛି ।  ଏହି ସିନ୍ଦୂର ଫେଶନ  ପାଇଁ ନୁହେଁ, ବରଂ ମୋ ସ୍ୱାମୀଙ୍କ ପାଇଁ ଲଗାଇଛି । ଏବେ ଆମକୁ ହଇରଣ କରନ୍ତୁ ନାହିଁ ।  ଆମ ...

    Read more

    ଉନ୍ମୟ ପାଢ଼ୀ ହତ୍ୟାକାଣ୍ଡ : ଭାଇରାଲ ଭିଡିଓରେ ଥିବା ଯୁବତୀ ଅଟକ

    ଭୁବନେଶ୍ୱର : ଭାଇରାଲ ଭିଡ଼ିଓକୁ ନେଇ ଉନ୍ମୟ ପାଢ଼ୀଙ୍କ ହତ୍ୟାକାଣ୍ଡ ହୋଇଥିବା ସନେ୍ଦହ କରାଯାଉଥିବାବେଳେ ପୁଲିସ ଭିଡ଼ିଓରେ ଥିବା ଯୁବତୀ ଓ ତାଙ୍କ ବୟ ଫ୍ରେଣ୍ଡକୁ ଅଟକ ରଖିଛି  । ସେମାନେ କୋଲକାତା ଖସି ପଳାଉଥିବାବେଳେ ତାଙ୍କୁ ପୁଲିସ ଅଟକାଇବାରେ ସମର୍ଥ ...

    Read more

    ଭାଇରାଲ ଭିଡ଼ିଓ, ଅପରାଧିକୁ ନଧରିଲେ ଆତ୍ମହତ୍ୟା କରିବାକୁ ଯୁବତୀଙ୍କ ଚେତାବନୀ

    ଭୁବନେଶ୍ୱର : ଭିଡ଼ିଓ ଭାଇରାଲ୍ ହେବା ପରେ ଜନୈକା ଯୁବତୀ ଥାନାରେ ଲିଖିତ ମାମଲା ଦେବା ସହ ଅପରାଧିକୁ ନଧରିଲେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି । ଯାଜପୁର ରୋଡ଼ ଥାନାରେ ସେ ଦେଇଥିବା ଏତଲାରେ ଦର୍ଶାଇଛନ୍ତିଯେ, ସେ ଏକ ମୋବାଇଲ କମ୍ପାନୀର ଆଉଟଲେଟ୍ରେ ଚାକିରୀ ...

    Maximum 500 characters

    ଆଂଚଳିକ View all

    Find Us on Facebook