Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ‘ବିଶ୍ୱନାଥ’ରେ ଲାଗିଛି ଟିଟୋ ଟଙ୍କା, ପ୍ରଯୋଜକଙ୍କୁ ହୋଇପାରେ ଜେରା

    Share on :
    Date: Jul 11, 2018    Views: 1127

    ଭୁବନେଶ୍ୱର : ଓଡ଼ିଆ ସିନେମା ‘ବିଶ୍ୱନାଥ’ରେ ଗ୍ୟାଙ୍ଗଷ୍ଟର ଟିଟୋର ଟଙ୍କା ଲାଗିଛି  । କ୍ରାଇମବ୍ରାଂଚ ଏସଟିଏଫକୁ ସୁରାକ ମିଳିବା ପରେ ଛାନଭିନ ଆରମ୍ଭ ହୋଇଛି  । ସମ୍ପର୍କୀୟ ଭାଇ ଜରିଆରେ ଟଙ୍କା ଲାଗିଥିବାବେଳେ ପୁଲିସ ସେଇ ଖିଅରୁ ତଦନ୍ତ ଆଗକୁ ବଢ଼ାଇଛି  । ବିଶ୍ୱନାଥର ପ୍ରଯୋଜକ ଅଛନ୍ତି ଜାବିର ଓ ଶାଙ୍କେର ଗୌଡ଼  । ତେଣୁ ତାଙ୍କୁ ମଧ୍ୟ ଜେରା କରାଯିବ ବୋଲି ଚର୍ଚ୍ଚା ହେଉଛି  । ଅପରପକ୍ଷରେ ‘ବିଶ୍ୱନାଥ’ର ମୁଖ୍ୟ ଭୂମିକାରେ ଅଛନ୍ତି ସମ୍ବିତ ଆଚାର୍ଯ୍ୟ  । ଦରକାର ପଡ଼ିଲେ ତାଙ୍କୁ ମଧ୍ୟ ପଚରାଉଚରା କରାଯିବାର ସମ୍ଭାବନା ରହିଛି  । ତେବେ ଆଗକୁ ଟିଟୋ ଆଉ କେଉଁ ସହ ସିନେମା ସହ ସଂଶ୍ଲିଷ୍ଟ ଅଛି ତାହାକୁ ନେଇ ଖୋଳତାଡ଼ ଚାଲିଥିବାବେଳେ ଓଲିଉଡ଼ରେ ଏକରକମ ହଲଚଲ ସୃଷ୍ଟି ହୋଇଯାଇଛି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook